odisha24 Live

Latest News

Latest News

Author name: RatnaManjari Mohanty

ଅପରାଧ

ଅନ୍‌ଲାଇନ୍‌ରେ ଚାଲିଥିଲା ଗଞ୍ଜେଇ ଡିଲ୍‌, ପର୍ଦ୍ଦାଫାସ୍‌ କଲା ପୁଲିସ

ବଲାଙ୍ଗିର: ସମ୍ବଲପୁରୀ ଶାଢ଼ି ବିକ୍ରି ଆଳରେ ଚାଲିଥିଲା ଗଞ୍ଜେଇ ଚାଲାଣ। ପୁଲିସର ଚଢ଼ାଉରେ ଧରାପଡ଼ିଲା ଚାଲାଣ ରାକେଟ୍‌। ଏହା ମାଧ୍ୟମରେ ପାର୍ସଲରେ ଗଞ୍ଜେଇ ପଠାଉଥିଲେ । ସିଣ୍ଡିକେଟ୍‌ ଚେର କଳାହାଣ୍ଡି ଜିଲ୍ଲା ମ.ରାମପୁରରୁ ଆରମ୍ଭ ହୋଇ ଦିଲ୍ଲୀ ଗାଜିଆବାଦ ପର୍ଯ୍ୟନ୍ତ ଲମ୍ବିଛି ଯେଉଁଥିରେ ବଲାଙ୍ଗିର ଥିଲା ଟ୍ରାନ୍‌ଜିଟ୍‌ ହବ୍‌ । ଏହି ମାମଲାରେ ପୁଲିସ୍‌ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୧୩ କେଜି ଗଞ୍ଜେଇ ଓ ଦୁଇଟି କାର ଜବତ କରିଛି ।

କ୍ରୀଡା

ଏସିଆନ୍ ଗେମ୍ସ ପାଇଁ ପ୍ରସ୍ତୁତ ଭାରତ : ୫୦୩ ଆଥଲେଟ୍‌ଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟର ମଞ୍ଜୁରୀ

ହାଇଦ୍ରାବାଦ: ଏସିଆନ୍ ଗେମ୍ସ ୨୦୨୬ ପାଇଁ ପ୍ରସ୍ତୁତ ଭାରତ। ପ୍ରାୟ ୭୫୦ ସଦସ୍ୟଙ୍କ ବିଶାଳ ଦଳକୁ ମିଳିଲା କ୍ରୀଡ଼ା ମନ୍ତ୍ରଣାଳୟର ମଞ୍ଜୁରୀ। ଜାପାନର ଆଇଚି-ନାଗୋୟାରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ୨୦ତମ ଏସୀୟ କ୍ରୀଡ଼ା ପାଇଁ ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ୫୦୩ ଜଣ ଖେଳାଳିଙ୍କ ସମେତ ୨୪୭ ଜଣ ଦଳୀୟ ଅଧିକାରୀ ଓ ସପୋର୍ଟ ଷ୍ଟାଫ୍ ଥିବା ଭାରତୀୟ ଦଳକୁ ଅନୁମୋଦନ ଦେଇଛି। ଏଥିରେ କ୍ରିକେଟରମାନେ ମଧ୍ୟ ସାମିଲ ଅଛନ୍ତି। ଯେଉଁମାନେ ଏହି ଟୁର୍ଣ୍ଣାମେଣ୍ଟର

ବିଦେଶ

ମଧ୍ୟପ୍ରାଚ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା

ଓ୍ବାଶିଂଟନ୍‌ : ଇରାନ-ଆମେରିକା ମଧ୍ୟରେ ପୁଣି ତେଜିଲା ସଂଘର୍ଷ, ଯୁଦ୍ଧ ଆଶଙ୍କାରେ ବଢ଼ିଲା ଚିନ୍ତା।ଇରାନର ଦକ୍ଷିଣରେ ଥିବା ହର୍ମୋଜଗାନ୍ ପ୍ରଦେଶରେ ଏକ ବିବାହ ଉତ୍ସବ ଚାଲିଥିବା ସମୟରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ୫ଜଣଙ୍କର ମୃତ୍ୟୁ ଏବଂ ୫୦ରୁ ଅଧିକ ଆହତ ହୋଇଥିବା ଇରାନ ରେଡ୍‌ କ୍ରେସେଣ୍ଟ କହିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ଆମେରିକାର ଏପରି ଆକ୍ରମଣକୁ ଇରାନ ଯୁଦ୍ଧ ଅପରାଧ ବୋଲି କହିଛି। ଆମେରିକାର ଏହି ଆକ୍ରମଣ ପରେ ଇରାନ ପ୍ରତିଆକ୍ରମଣ କରିଛି। ଜୋର୍ଡାନ,

ବାଣିଜ୍ୟ, Trending Stories

ଖସିଲା ସୁନା-ରୁପା ଦର, ବଜାରରେ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଉତ୍ତେଜନା ଯୋଗୁଁ ସୁନା ତିନି ସପ୍ତାହ ପରେ ସର୍ବନିମ୍ନସ୍ତରକୁ ଖସିଲା ସୁନା। ସ୍ପଟ୍ ସୁନା ୦ ଦଶମିକ ୬% ଖସି ୪ ହଜାର ୩୦୪ ଡଲାରରେ ପହଂଚିଲା ପ୍ରତି ଆଉନ୍ସ। ତୈଳ ମୂଲ୍ୟ ବୃଦ୍ଧି, ମୁଦ୍ରାସ୍ଫୀତି ଓ ସୁଦ୍ଧ ହାର ବୃଦ୍ଧି ଭୟ ଯୋଗୁ ଖସୁଛି ସୁନା ଦର। ଡିସେମ୍ବର ବିତରଣ ପାଇଁ ଆମେରିକୀୟ ସୁନା ଫ୍ୟୁଚର୍ସ ୧% ଖସି ୪,୩୫୦ ଡଲାର ଛୁଇଁଛି। ମଙ୍ଗଳବାର ଯୁକ୍ତରାଷ୍ଟ୍ର ଇରାନ ଉପରେ ଆକ୍ରମଣ ଚଳାଇଥିଲା

ରାଜ୍ୟ

ପକ୍ଷୀଙ୍କ କଳରବରେ କମ୍ପୁଛି ଭିତରକନିକା : ମୈଦାନକୁ ଓହ୍ଲାଇଲେ ୪ଟି ଟିମ୍‌

ଭିତରକନିକା : ଭିତରକନିକାରେ ଆରମ୍ଭ ହେଲା ଦେଶୀୟ ପକ୍ଷୀ ଗଣନା। ପକ୍ଷୀଙ୍କ ସଂଖ୍ୟା ଓ ପ୍ରଜାତି ନେଇ ଚାଲିଛି ସ୍ୱତନ୍ତ୍ର ସର୍ଭେ। । ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ । ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ପକ୍ଷୀ ଗଣନା କରୁଛନ୍ତି ୪ଟି ଟିମ୍ । ପ୍ରତି ଟିମ୍ ରେ ୫ଜଣ ଲେଖାଏଁ ବନ କର୍ମଚାରୀ ଅଛନ୍ତି । ମଠଆଡିଆ , ଦୁର୍ଗାପ୍ରସାଦ ଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆଠାରେ

Top Stories, ଦେଶ

ଅଭିନନ୍ଦନଙ୍କ ବଡ଼ ନିଷ୍ପତ୍ତି: ବାୟୁସେନା ଚାକିରିରୁ ନେଲେ ଅବସର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ସାହସୀ ଯୋଦ୍ଧା କ୍ୟାପ୍ଟେନ୍ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ ଆସିଛି ବଡ଼ ଖବର। ତାଙ୍କ କ୍ୟାରିଅରକୁ ନେଇ ସାମ୍ନାକୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍। ଅନୁଯାୟୀ, ଅଭିନନ୍ଦନ ବାୟୁସେନାରୁ ତାଙ୍କ ସେବା ଛାଡି ବର୍ତ୍ତମାନ ଆଞ୍ଚଳିକ ବିମାନ କମ୍ପାନୀ ଫ୍ଲାଏ୯୨ରେ ପାଇଲଟ ଭାବରେ ଯୋଗ ଦେଇଛନ୍ତି। ଏହା ଉଲ୍ଲେଖନୀୟ ଯେ, ଅଭିନନ୍ଦନ ଏକ ଅପରେଶନ ସମୟରେ ପାକିସ୍ତାନୀ ବାୟୁସେନାର ଏଫ -୧୬ ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଥିଲେ। ସେ ଅଗଷ୍ଟ

ଦେଶ, Top Stories

ଅଯୋଧ୍ୟା ରାମ ମନ୍ଦିରର ଦାୟିତ୍ୱ ନେଲେ ନୂଆ ସିଇଓ

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ବଡ଼ ନିଯୁକ୍ତି। ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ହେଲେ ପ୍ରଥମ ସିଇଓ। ବୁଧବାର ଅନୁଷ୍ଠିତ ଟ୍ରଷ୍ଟର ବୈଠକରେ ତାଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ଏଥିସହ ପୂର୍ବତନ କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରିଙ୍କୁ ନୂତନ ମହାସଚିବ ଏବଂ ମହେଶ ଭାଗଚନ୍ଦକାଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି। ରାମ ମନ୍ଦିର ଟ୍ରଷ୍ଟର ସିଇଓପଦ ପାଇଁ ୫,୫୦୦ରୁ ଅଧିକ ଆବେଦନ ଆସିଥିଲା । ସେଥିମଧ୍ୟରୁ ୧୮

ଦେଶ, Trending Stories

ନେପାଳରେ ବନ୍ୟା ବିପର୍ଯ୍ୟୟ: ମୃତ୍ୟୁସଂଖ୍ୟା ୧୨୦୦ ପାର

ନେପାଳ : ନେପାଳରେ ଭୟଙ୍କର ବନ୍ୟାର ତାଣ୍ଡବ ପରେ ମୃତଦେହ ଉଦ୍ଧାର କାର୍ଯ୍ୟ ଲଗାତାର ଜାରି ରହିଛି । ନେପାଳ ପୋଲିସ ତାଜା ରିପୋର୍ଟ ଅନୁଯାୟୀ, ଦେଶରେ ଏଯାଏଁ ୧୨୨୨ ମୃତଦେହ ଜବତ କରାଯାଇଥିବା ବେଳେ ୪୮୭୫ ନିଖୋଜ ରହିଛନ୍ତି । ନିଖୋଜ ଥିବାଙ୍କ ମଧ୍ୟରେ ୬୦୧ ଜଣ ବିଦେଶୀ ନାଗରିକ ସାମିଲ ରହିଛନ୍ତି । ଏଯାଏଁ ୬.୦୦୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରଭାବିତ ଅଞ୍ଚଳରେ ମୋଟ ୭୮୯୨ ପୋଲିସ କର୍ମୀ ନିୟୋଜିତ ରହିଥିଲେ

ପାଣିପାଗ

ଦୁର୍ବଳ ହେଉଛି ଲଘୁଚାପ

ଭୁବନେଶ୍ୱର : ସାରା ରାଜ୍ୟରେ ଲଘୁଚାପ ଦୁର୍ବଳ ହେଉଛି। ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ସେପ୍ଟେମ୍ବର ୩ ଓ ୪ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ତାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୩ ଦିନ

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ମେଷ ରାଶିର ବ୍ୟକ୍ତିମାନେ ନିଜ ଲୋକଙ୍କଠାରୁ ସାବଧାନ ରୁହନ୍ତୁ । ଶୁଭେଚ୍ଛୁ ବୋଲି ଭାବୁଥିବା କିଛି ଲୋକ ପଛରେ ଆପଣଙ୍କ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ନୂଆ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି । ତେବେ ଯୁକ୍ତିତର୍କ ଓ ଦ୍ୱନ୍ଦ୍ୱରୁ ଦୂରେଇ ରହିବା ଭଲ । ଅଧିକ ଚାପ ଯୋଗୁଁ ମାନସିକ ଓ ଶାରୀରିକ ଥକ୍କା ଅନୁଭବ ହୋଇପାରେ । ତରବରିଆ ନିଷ୍ପତ୍ତି ନେଲେ ଭୁଲ ହେବାର

Scroll to Top