ପରଲୋକରେ ଆଇଜି ଶଫିନ୍ ଅହମ୍ମଦ ,ଶୋକରେ ପୋଲିସ ବିଭାଗ
ଭୁବନେଶ୍ୱର : ବରିଷ୍ଠ ଆଇପିଏସ୍ ଅଧିକାରୀ ସଫିନ ଅହମ୍ମଦଙ୍କ ପରଲୋକ ହୋଇଯାଇଛି। କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କେରଳର ତିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ର ଜଣେ ଦକ୍ଷ ଆଇପିଏସ୍ ଅଫିସର ଥିଲେ । ଜୁଲାଇ ୨୦୨୩ ରୁ ସେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଜର ଦାୟିତ୍ୱ ତୁଲାଉଥିଲେ । ନିଜର କାର୍ଯ୍ୟକାଳ ମଧ୍ୟରେ ସେ […]









