ଆଜି ପବିତ୍ର ଗୁରୁଦିବସ
ଭୁବନେଶ୍ୱର : ଆଜି ଗୁରୁ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଏ। ମହାନ ଦାର୍ଶନିକ, ଶିକ୍ଷାବିତ୍ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ଏହି ଦିନଟିକୁ ଗୁରୁ ଦିବସ ଭାବେ ପାଳନ କରାଯାଏ।ଗୁରୁ ଦିବସ କେବଳ ଏକ ଐତିହାସିକ ଦିନ ନୁହେଁ, ବରଂ ପ୍ରତ୍ୟେକ ଛାତ୍ର ଓ ଶିକ୍ଷକଙ୍କ ଜୀବନରେ ଏହାର ବିଶେଷ ମହତ୍ତ୍ୱ ରହିଛି। ଚକ୍, ଡଷ୍ଟର ଓ ବ୍ଲାକବୋର୍ଡ […]









