ବଦଳିଲା ଭାରତୀୟହକି ଦଳର ପୋଷାକ
ନୂଆଦିଲ୍ଲୀ : ଏଫଆଇଏଚ୍ ହକି ବିଶ୍ବକପ୍ ୨୦୨୬ ପୂର୍ବରୁ ଭାରତୀୟ ଟିମ୍ର ଜର୍ସିକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ଏହି ପଦକ୍ଷେପକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ଓ ଅଲିମ୍ପିଆନ୍ ବିରେନ୍ ରସ୍କୁଇନା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ବିରେନ୍ ରସ୍କୁଇନା କହିଛନ୍ତି, ଭାରତୀୟ ହକିର ପରିଚୟ ବର୍ଷ ବର୍ଷ ଧରି ନୀଳ ଜର୍ସି ସହ ଜଡ଼ିତ ରହିଛି । ତେଣୁ ବିଶ୍ୱକପ୍ ପରି ବଡ଼ ମଞ୍ଚ […]


