ଖୁବଶିଘ୍ର ଆରମ୍ଭ ହେବ ଏଫ୍ଆଇଏଚ୍ ହକି ବିଶ୍ୱକପ୍
ନୂଆଦିଲ୍ଲୀ : ଅଗଷ୍ଟ ୧୫ରୁ ୩୦ ପର୍ଯ୍ୟନ୍ତ ନେଦରଲାଣ୍ଡ୍ସ ଓ ବେଲ୍ଜିୟମରେ ୨୦୨୬ ଏଫ୍ଆଇଏଚ୍ ହକି ବିଶ୍ବକପ୍ ଖେଳାଯିବ। ଏକାସାଙ୍ଗରେ ପୁରୁଷ ଓ ମହିଳା ହକି ବିଶ୍ବକପ୍ ଖେଳାଯାଉଛି। ଏହି ବିଶ୍ବକପ୍ ନୂଆ ଫର୍ମାଟେ ଖେଳାଯିବ। ସମସ୍ତ ଦଳ ପ୍ରଥମ ରାଉଣ୍ଡ ବା ଲିଗ୍ ପର୍ଯ୍ୟାୟର ପଏଣ୍ଟ ୨ୟ ରାଉଣ୍ଡକୁ ନେବେ। ଉଭୟ ବିଭାଗରେ ୧୬ଟି ଲେଖାଏଁ ଦଳ ଖେଳିବେ। ସେମାନଙ୍କୁ ୪ଟି ପୁଲ୍ରେ ରଖାଯାଇଛି। ପୁଲ୍ ବା ଲିଗ୍ ପର୍ଯ୍ୟାୟରେ ରାଉଣ୍ଡ ରବିନ ଲିଗ୍ ଭିତ୍ତିରେ […]









