odisha24 Live

Latest News

Latest News

Author name: web.odisha24live@gmail.com

ରାଜନୀତି

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ମୋଦିଙ୍କ ଏକ୍ସ ପୋଷ୍ଟ ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ। ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ନୀତି ଓ କାର୍ଯ୍ୟଶୈଳୀ ଯୁବପିଢ଼ିଙ୍କ ଭବିଷ୍ୟତକୁ ସବୁଠୁ ବଡ଼ କ୍ଷତି ପହଞ୍ଚାଇଛି ଏବଂ ଦେଶର ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ସେ ପୁଣିଥରେ ନିଜର ତିନି ଦଫା ଦାବି ଉଠାଇଛନ୍ତି। ରାହୁଲଙ୍କ ଦାବି ଅନୁସାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦରୁ ହଟାଯାଉ, ଛାତ୍ରଛାତ୍ରୀଙ୍କ ନିକଟରେ ସରକାର କ୍ଷମା […]

ଦେଶ, ମନୋରଞ୍ଜନ

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ହଲିଉଡ ଓ ବିଶ୍ୱ ବଧିର ସମ୍ପ୍ରଦାୟ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ‘ଗୋଡଜିଲା ଭର୍ସେସ କଙ୍ଗ’ ଏବଂ ‘ଗୋଡଜିଲା ଏକ୍ସ କଙ୍ଗ: ଦି ନ୍ୟୁ ଏମ୍ପାୟାର’ରେ ଜିଆ ଚରିତ୍ରରେ ଅଭିନୟ କରି ବିଶ୍ୱବ୍ୟାପୀ ପରିଚିତି ହାସଲ କରିଥିବା ୧୮ ବର୍ଷୀୟା ବଧିର ଅଭିନେତ୍ରୀ କେଲି ହଟଲଙ୍କର ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ମେରୀଲ୍ୟାଣ୍ଡର ଫ୍ରେଡେରିକ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ କେଲି କାରରେ ଯାତ୍ରୀ ଭାବେ ଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଟ୍ରମା

ରାଜ୍ୟ

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ଓଡ଼ିଶାର ଏକ ସାଧାରଣ ଗାଁ ଆଜି ସମଗ୍ର ଦେଶ ପାଇଁ ଏକ ଆଦର୍ଶ ଉଦାହରଣ ପାଲଟିଛି। ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରକୁ ଦେଶର ପ୍ରଥମ ‘ସୂର୍ଯ୍ୟଗ୍ରାମ’ ଭାବେ ବିକଶିତ କରିବା ପାଇଁ ଦ୍ରୁତ ଗତିରେ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ସୂର୍ଯ୍ୟ ଶକ୍ତିକୁ ଆପଣେଇ ମୟୂରଭଞ୍ଜର ପାହାଡ଼ପୁର ଏବେ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଗାଁର ୭୪ଟି ଘରରେ ସୌର ବ୍ୟବସ୍ଥା ସ୍ଥାପନ ହୋଇସାରିଥିବା ବେଳେ, ଏହା ଭାରତର ପ୍ରଥମ ‘ସୂର୍ଯ୍ୟଗ୍ରାମ’ ହେବା ଦିଗରେ ଦ୍ରୁତ

ରାଜ୍ୟ, ସଂସ୍କୃତି

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ଶ୍ରୀଜିଉଙ୍କ ବାହୁଡା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ତାଳବଣିଆ ଓ ଷ୍ଟର୍ଲିଂରେ ଚାରିଚକିଆ ଯାନ ପାଇଁ ପାର୍କିଂ ସୁବିଧା ସହ ୩୦ରୁ ଅଧିକ ପାର୍କିଂ ସ୍ଥଳ ପ୍ରସ୍ତୁତ କରାଯାଇଛି। ଶ୍ରୀଜିଉଙ୍କ ବାହୁଡା ଯାତ୍ରାକୁ ନେଇ ପୁରୀରେ ବ୍ୟାପକ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ବିପୁଳ ସମାଗମକୁ ଆଖି ଆଗରେ ରଖି ସହରରେ ଯାନବାହନ ଚଳାଚଳକୁ ସୁଚାରୁ

Scroll to Top