odisha24 Live

Latest News

Latest News

ବିଦେଶ

ବିଦେଶ, Top Stories

୫ ଇରାନୀ ତୈଳ ଟ୍ୟାଙ୍କର୍ ଧ୍ୱଂସ : ବଢ଼ିଲା ଯୁଦ୍ଧ ଆଶଙ୍କା

ଓ୍ବାଶିଂଟନ୍‌ : ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ପର୍ସିଆନ୍ ଉପସାଗରରେ ଖାର୍ଗ ଦ୍ୱୀପ ନିକଟରେ ଆମେରିକା ୫ଟି ଇରାନୀ ତୈଳ ଟ୍ୟାଙ୍କର୍ ଉପରେ ଆକ୍ରମଣ କରିଥିଲା। ଦୁଇଜଣ ଆମେରିକୀୟ ଅଧିକାରୀ ସିଏନଏନକୁ କହିଛନ୍ତି ଯେ ଏହି ଟ୍ୟାଙ୍କର୍ ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆରଜିସି)ର ଥିଲା। ଏକ ଆମେରିକୀୟ ନୌସେନା ଯୁଦ୍ଧଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଚେଷ୍ଟାର ଜବାବରେ ଏହି ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ଆମେରିକା ଏବଂ […]

ବିଦେଶ

ଆଇଫେଲ୍ ଟାୱାର ବନ୍ଦ ନେଇ ଫ୍ରାନ୍ସରେ ଚର୍ଚ୍ଚା

ପ୍ୟାରିସ୍ : ପ୍ୟାରିସ୍‌ର ଐତିହାସିକ ଆଇଫେଲ୍ ଟାୱାରକୁ ନେଇ ବଡ଼ ବିବାଦ। ଏକ ହିନ୍ଦୁ ସାଂସ୍କୃତିକ ଓ ଧାର୍ମିକ ସଂଗଠନର ଗସ୍ତ ସମୟରେ ମହିଳା କର୍ମଚାରୀଙ୍କୁ କାର୍ଯ୍ୟରୁ ଦୂରେଇ ରଖାଯାଇଥିବା ଅଭିଯୋଗ କରି କର୍ମଚାରୀମାନେ ଧର୍ମଘଟ କରିଛନ୍ତି, ଯାହା ଫଳରେ ସୋମବାର ଦିନ ଆଇଫେଲ୍ ଟାୱାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ବିଏପିଏସ ସଂସ୍ଥାର ପ୍ରାୟ ୧୦୦ ଜଣିଆ ପ୍ରତିନିଧି ମଣ୍ଡଳୀ ଆଇଫେଲ୍ ଟାୱାର ଭ୍ରମଣରେ ଆସିଥିଲେ। ସଂଗଠନର ଅନୁରୋଧ କ୍ରମେ,

ବିଦେଶ, Top Stories

ଚୀନ୍‌ର ନୂଆ ଚାଲ୍, ତିଆରି କରୁଛି ମେସିନ୍ ସୈନିକ

ଚୀନ୍ : ଭବିଷ୍ୟତ ଯୁଦ୍ଧ ପାଇଁ ରୋବୋଟ୍ ସୈନିକ ପ୍ରସ୍ତୁତ କରୁଛି ଚୀନ୍। ଏବେ କେବଳ ଟେକନୋଲୋଜି ପ୍ରଦର୍ଶନୀ କିମ୍ବା ଶିଳ୍ପ କାର୍ଯ୍ୟରେ ସୀମିତ ନରହି, ମାନବୀୟ ରୋବୋଟ୍‌କୁ ସାମରିକ କ୍ଷେତ୍ରରେ ବ୍ୟବହାର ପାଇଁ ଚୀନ୍ ଜୋରଦାର ପ୍ରସ୍ତୁତି ଚଳାଇଛି। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଚୀନ୍‌ର ସାମରିକ ଶକ୍ତି ଦ୍ରୁତ ଗତିରେ ମାନବୀୟ ରୋବୋଟ୍‌ର ସାମରିକ ବ୍ୟବହାର ବିକଶିତ କରୁଛି। ୨୦୨୫ ଏବଂ ୨୦୨୬ ରେ ବିଶେଷ ଭାବରେ ରୋବୋଟ୍‌ ମାନଙ୍କର ବସ୍ତୁ ଗୁଡ଼ିକୁ ଚିହ୍ନିବା,

ବିଦେଶ

ଇଣ୍ଡୋନେସିଆରେ ବିମାନ ସେବା ବାତିଲ, ଯାତ୍ରୀ ହନ୍ତସନ୍ତ

ଜାକର୍ତ୍ତା : ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ବିସ୍ଫୋରଣ ପରେ ଆକାଶକୁ ଦୁଇଟି ଧୂମ କୁଣ୍ଡଳି ଉଠିଥିଲା। ଏଥିରୁ ଗୋଟିଏ ପାଖାପାଖି ୨୦ ହଜାର ଫୁଟ ଉଚ୍ଚ ହୋଇଥିବା ବେଳେ ଅନ୍ୟଟି ୫୦ ହଜର ଫୁଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ବାୟୁମଣ୍ଡଳରେ ପାଉଁଶ ଭରିବା ଯୋଗୁ ଜାକାର୍ତ୍ତାର ସୋଏକାର୍ଣ୍ଣୋ-ହଟ୍ଟା ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବନ୍ଦ କରିଦିଆଯାଇଥିଲା। ଏହି ଆଗ୍ନେୟଗିରି ଜାଭା ଓ ସୁମାତ୍ରା ଦ୍ୱୀପ ମଧ୍ୟବର୍ତ୍ତୀ ସୁଣ୍ଡା ପ୍ରଣାଳୀରେ ରହିଛି।

Top Stories, ବିଦେଶ

ଥରିଲା ଆଫଗାନିସ୍ତାନ

ଆଫଗାନିସ୍ତାନ : ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ସୋମବାର ସକାଳେ ଆଫଗାନିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ ହୋଇଛି ।ରିପୋର୍ଟ ଅନୁସାରେ, ଭାରତୀୟ ସମୟ ୫ଟା ୩୬ରେ ଆଫଗାନିସ୍ତାନରେ ଭୂମିକମ୍ପ ହୋଇଛି । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଣରୁ ୧୩୦ କିମି ଗଭୀରରେ ଥିଲା । ଗଭୀରତା ଅଧିକ ହେବା କାରଣରୁ ଭୂମିକମ୍ପ ବାବଦରେ ଅଧିକ ତଥ୍ୟ ମିଳିପାରି ନାହିଁ

ବିଦେଶ

ତେଲ ଟ୍ୟାଙ୍କର ବିସ୍ଫୋରଣ, ୧୦ ମୃତ

ତେହେରାନ : ଇରାନରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ତେଲ ଟ୍ୟାଙ୍କର । ଜଳିଗଲେ ୧୦ରୁ ଅଧିକ ଲୋକେ ।ରିପୋର୍ଟ ଅନୁସାରେ, ଇରାନ ପଶ୍ଚିମ ପ୍ରାନ୍ତରେ ଥିବା ହାମେଦାନ୍-ସାନନଦଜ୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।ଜାତୀୟ ରାଜପଥ ଦେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ପରେ ଏଥିରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଏହାର ବ୍ରେକିଂ ସିଷ୍ଟମ

ବିଦେଶ

ଯୁଦ୍ଧ ରୋକିବାକୁ ରାଜି ନୁହେଁ ରୁଷ୍ : ଆମେରିକା ପ୍ରତିନିଧିଙ୍କୁ ସ୍ପଷ୍ଟ କରିଦେଲେ ଆଗାମୀ ରଣନୀତି!

ମସ୍କୋ : ୟୁକ୍ରେନ୍ ସହ ସମ୍ପର୍କରେ ବଢ଼ୁଛି ତିକ୍ତତା। ଏବେ ଯୁଦ୍ଧ ବନ୍ଦ କରିହେବ ନାହିଁ । ଅର୍ଥାତ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଶେଷ କରିବା ମୁଡରେ ନଥିବା ସଙ୍କେତ ଦେଇଛନ୍ତି । ମସ୍କୋରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିନିଧି ଷ୍ଟିଭ୍ ଓ୍ୱିଟକଫ୍ ଏବଂ ଜେରେଡ୍ କୁଶନରଙ୍କୁ ସାକ୍ଷାତ କରି ୟୁକ୍ରେନ ସହ ଏବେବି କିଛି ଠିକ୍ ନଥିବା ପୁଟିନ କହିଛନ୍ତି । ରିପୋର୍ଟ ଅନୁସାରେ, ୟୁକ୍ରେନ୍ ଯୁଦ୍ଧର ସମାପ୍ତି ପାଇଁ କୂଟନୈତିକ

ବିଦେଶ

ଇରାନକୁ ପୁଣି ଟ୍ରମ୍ପଙ୍କ ଧମକ: ବଢ଼ିଲା ମଧ୍ୟପ୍ରାଚ୍ୟର ଉତ୍ତେଜନା

ଓ୍ବାଶିଂଟନ : ଇରାନର ‘ପିକଏକ୍ସ ମାଉଣ୍ଟେନ୍’ ଉପରେ ଖୁବଶୀଘ୍ର ଆକ୍ରମଣ ହୋଇପାରେ ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ଇରାନର ଅତ୍ୟନ୍ତ ସୁରକ୍ଷିତ ଭୂତଳ ପରମାଣୁ କେନ୍ଦ୍ର ବୋଲି ଦାବି କରାଯାଉଛି।ଇରାନର ସାମରିକ ଠିକଣାରେ ଆମେରିକାର ଆକ୍ରମଣ ପରେ ଟ୍ରମ୍ପଙ୍କ ଏହି ଚେତାବନୀ ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇଛି। ପରମାଣୁ ଅସ୍ତ୍ର ହାସଲରୁ ଇରାନକୁ ରୋକିବା ପାଇଁ ଆମେରିକାର ସାମରିକ ଅଭିଯାନ ଜାରି ରହିଥିବା ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି, “ଇରାନ ପାଖରେ ପରମାଣୁ

ବିଦେଶ

ଋଷ ଜାହାଜ ଜବତ ପରେ ବଢ଼ିଲା ଉତ୍ତେଜନା : ପୁଟିନଙ୍କ ମିସାଇଲ୍ ଆକ୍ରମଣର ଧମକ

ମସ୍କୋ : ରୁଷ୍-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସମୁଦ୍ରରେ ରୁଷୀୟ ଜାହାଜକୁ ନେଇ ତେଜିଲା ବିବାଦ। ରୁଷର ବେସାମରିକ ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେଇଛନ୍ତି। ଏହାକୁ ସେ ଆତଙ୍କବାଦ ଦର୍ଶାଇଛନ୍ତି। ଏହାଦ୍ଵାରା ୟୁକ୍ରେନ ଯୁଦ୍ଧ ଶେଷ ହେବନାହିଁ ବୋଲି କହିଛନ୍ତି। ନରୱେ ଦ୍ୱାରା ରୁଷ ରିସର୍ଚ୍ଚ ଜାହାଜ ‘ପ୍ରଫେସର ମୋଲଚାନୋଭ’କୁ କବଜାକୁ ନିଆଯିବା ଘଟଣାରେ ପୁଟିନ ଏହି ଟିପ୍ପଣୀ ଦେଇଛନ୍ତି। ଏହି ଜାହାଜକୁ କବ୍ଜାକୁ ନିଆଯିବା ପଛରେ ୟୁକ୍ରେନର

ବିଦେଶ

ଇରାନକୁ ଚାରିପଟୁ ଘେରିବ ଆମେରିକା! ବଡ଼ ଆକ୍ସନ୍ ପାଇଁ ପ୍ଲାନ୍ ପ୍ରସ୍ତୁତ

ଓ୍ବାଶିଂଟନ : ଇରାନକୁ ଘେରିବାକୁ ଆମେରିକାର ମାଷ୍ଟରପ୍ଲାନ୍ ଇରାନକୁ ଆର୍ଥିକ ଭାବେ ଅଲଗା କରିବା ପାଇଁ ଆମେରିକାର ଅଭିଯାନରେ ଚୀନ୍‌ର ଭୂମିକାକୁ ନେଇ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ବଡ଼ ବୟାନ ଦେଇଛନ୍ତି। ଭାନ୍ସଙ୍କ କହିବା ଅନୁସାରେ, ଏହି ପ୍ରସଙ୍ଗରେ ଚୀନ୍ ଆମେରିକା ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି।ତେବେ ଏହାର ଅର୍ଥ ଚୀନ୍ ଆମେରିକାର ପ୍ରତ୍ୟେକ ଦାବି ମାନିବାକୁ ରାଜି ବୋଲି ନୁହେଁ। ଭାନ୍ସ ସ୍ପଷ୍ଟ କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଅନେକ ନୀତିଗତ

Scroll to Top