ଅଳ୍ପରେ ବର୍ତିଲେ ଶେହନାଜ
ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ତାଙ୍କର ସୁନ୍ଦରତା ଏବଂ ପ୍ରତିଭା ପାଇଁ ସେ ବେଶ ଜଣାଶୁଣା । ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ ଥିବା ସମସ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଅଭିନେତା ସୌରଭ ସଚଦେବ ତୁରନ୍ତ ତାଙ୍କୁ ସାହାଯ୍ୟ ପାଇଁ ତାଙ୍କୁ ସାହାଯ୍ୟ କରିବା ପାଇଁ ପିଠି ଥାପୁଡ଼ାଇଥିଲେ। ଶେହନାଜ ବାନ୍ତି କରିବାକୁ ଚେଷ୍ଟା […]









