odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଥରିଲା ଦୁବାଇ

ଦୁବାଇ : ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ । ଆକାଶରୁ ଖସାଇ ଦିଆଗଲା ଶତ୍ରୁପକ୍ଷର ଡ୍ରୋନ୍ । ଦୁବାଇ ସ୍ଥିତ ଜେବେଲ ଅଲୀ ଶିଳ୍ପଞ୍ଚଳରେ ୨୦ ମିନିଟ୍ ମଧ୍ୟରେ କ୍ରମାଗତ ୭ଟି ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି। ଏହି ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆକାଶରେ କଳା ଧୂଆଁର ବାଦଲ ଘୋଟି ରହିଥିବା ଦେଖିବାକୁ ମିଳୁଛି। ମାତ୍ର ୨୦ ମିନିଟ୍ ଭିତରେ ପାଖାପାଖି ୭ଟି ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା।
ନାସାର ଥର୍ମାଲ୍ ଇମେଜ୍ ଅନୁଯାୟୀ, ବନ୍ଦର ନିକଟରେ ଇନ୍ଧନ ସଂରକ୍ଷଣ ଏବଂ ପରିବହନ ପାଇଁ ବ୍ୟବହୃତ ହେଉଥିବା ଏକ ୱେରହାଉସରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଇରାକ ଗଣମାଧ୍ୟମର ଦାବି ଅନୁଯାୟୀ ଆମେରିକା-ଇରାନ ଏବଂ ୟେମେନର ହୁତି ବିଦ୍ରୋହୀଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା କାରଣରୁ ଏହା ମିସାଇଲ୍ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏମିରେଟ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିସ୍ଫୋରଣର ପ୍ରକୃତ କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସରକାରୀ ସୂଚନା ଦିଆଯାଇ ନାହିଁ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top