odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଅରୁଣାଚଳରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ସମୟ ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ। ପ୍ରଥମ ଝଟକା ୫.୧ ତୀବ୍ରତାର ହୋଇଥିଲାବେଳେ ଦ୍ୱିତୀୟ ଝଟକା ୩.୫ ତୀବ୍ରତାର ହୋଇଥିବା ଜଣାପଡିଛି । ଉଭୟ ଭୂମିକମ୍ପର କେନ୍ଦ୍ରସ୍ଥଳ ଉପର ସିଆଙ୍ଗ ଜିଲ୍ଲାରେ ଥିଲା । ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ନାହିଁ ।
ସୂଚନାନୁଯାୟୀ, ୫.୧ ତୀବ୍ରତାର ପ୍ରଥମ ଭୂକମ୍ପ ଝଟକା ଭୋର ସମୟ ପ୍ରାୟ ୫ ଟା ୪୫ ମିନିଟରେ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ୧୧ କିଲୋମିଟର ଗଭୀରତାରେ ଥିଲା । ୩.୫ ତୀବ୍ରତାର ଦ୍ୱିତୀୟ ଭୂକମ୍ପ ଝଟକା ସକାଳ ପ୍ରାୟ ୭ ଟା ୧୭ମିନିଟରେ ମୃଦୁ କମ୍ପନ ସୃଷ୍ଟି କରିଥିଲା । ଯାହାର ଗଭୀରତା ଭୂପୃଷ୍ଠରୁ ପ୍ରାୟ ୫ କିଲୋମିଟର ତଳେ ଥିବା ରେକର୍ଡ କରାଯାଇଛି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top