odisha24 Live

Latest News

Latest News

ମୁହଁ ଖୋଲିଲେ ଆକାଶ

ଭୁବନେଶ୍ୱର : ଓଲିଉଡ଼ର ଅଭିନେତା ତଥା ବର୍ତ୍ତମାନର କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଆକାଶ ଦାସ ନାୟକ କାହିଁକି ବିଜେଡି ଛାଡି ବିଜେପିରେ ମିଶିଲେ ସେ ସମ୍ପର୍କରେ ଆଜି ମୁଁହଁ ଖୋଲିଛନ୍ତି ।ସେ କହିଛନ୍ତି ବିଜୁବାବୁ ସମସ୍ତଙ୍କର ନମସ୍ୟ । କିନ୍ତୁ ଯେତେବେଳେ ବିଜେଡି ନିଜର ନୀତି ଆଦର୍ଶରୁ ବିଜୁବାବୁଙ୍କ ନୀତି ଆଦର୍ଶରୁ ବିଚ୍ୟୁତ ହେଲା, ବିଜୁ ଜନତା ଦଳରୁ ବିଜୁବାବୁ ଉଭେଇ ଗଲେ ସେଠି ଅନ୍ୟମାନଙ୍କ ଚେହେରା ଲାଗିଲା ଏବଂ ବ୍ୟବସାୟୀ ମାନେ ସେ ଦଳକୁ ଅକ୍ତିଆର କଲେ ସେତେବେଳେ ମୁଁ ନୈତିକତା ଭାବେ ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲି ବୋଲି ଆକାଶ କହିଛନ୍ତି ।

Share In Social Media
Scroll to Top