ପାଣିପାଗ, ରାଜ୍ୟ

୩ ରାଜ୍ୟରେ ଭୀଷଣ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେଲା। ଦୀଘା ଠାରୁ ୭୦, ବାଲେଶ୍ୱର ଠାରୁ ୧୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଗଭୀର ଅବପାତ। ଏବେ ଏହା ପଶ୍ଚିମ-ପଶ୍ଚିମପୂର୍ବ ଦିଗକୁ ଗତି କରୁଛି। ଅପରାହ୍ନ ବେଳକୁ ଏହା ବାଲେଶ୍ୱର ମଧ୍ୟରେ ଅତିକ୍ରମ କରିବ। ଯାହା ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା […]