ପ୍ରଥମ ମ୍ୟାଚ୍ରେ ଦମ୍ ଦେଖାଇଲେ ଭାରତୀୟ ଖେଳାଳି
ଦୁବାଇ : ମହିଳା ଏସିଆ କପ୍ କ୍ରିକେଟ୍ର ଦଶମ ସଂସ୍କରଣରେ ସହଜ ବିଜୟ ସହ ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ରବିବାର ଗ୍ରୁପ୍ ‘ଏ’ରେ ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଦୁର୍ବଳ ଥାଇଲାଣ୍ଡକୁ ୯୪ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଟ୍ବେଣ୍ଟି୨୦ ଫର୍ମାଟରେ ଖେଳା ଯାଉଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ଶେଫାଳି ବର୍ମାଙ୍କ ବିସ୍ଫୋରକ ୬୫ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ଭାରତୀୟ ମହିଳା ଦଳ ୯ ୱିକେଟ୍ରେ ୧୫୯ ରନ୍ କରିଥିଲା। ପରେ ଭାରତୀୟ









