odisha24 Live

Latest News

Latest News

ରାଜନୀତି

ରାଜନୀତି

ଉଦୟନିଧିଙ୍କୁ ଗିରଫ କଲା ପୋଲିସ

ଚେନ୍ନାଇ: ତାମିଲନାଡୁରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ। ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ତାଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ଷ୍ଟାଲିନଙ୍କୁ ବାସ ଭବନରୁ ଗିରଫ କରିଛି ତାମିଲନାଡୁ ପୋଲିସ । ସେଠାରେ ପୋଲିସ ଏବଂ ଷ୍ଟାଲିନଙ୍କ ସମର୍ଥକଙ୍କ ସହ ମୁଁହାମୁଁହି ପରିସ୍ଥିତି ଉପୁଜିଛି। ଉଦୟନିଧି ଷ୍ଟାଲିନ ଗିରଫ ହେବା ପରେ ପରେ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ […]

ରାଜନୀତି

ତସଲିମାଙ୍କ ବୟାନକୁ ନେଇ ଚର୍ଚ୍ଚା

କୋଲକାତା : ଲେଖିକା ତସଲିମା ନାସରିନ ବଙ୍ଗ ସରକାରଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ନାସରିନ ମନ୍ତବ୍ୟ ଦେଇଛନ୍ତି, ‘ଗୋଟିଏ ସରକାର ମୋତେ ଦେଶ ଛାଡିବାକୁ ବାଧ୍ୟ କରିଥିଲା, ଆଉ ଏକ ସରକାର ମୋତେ ଫେରିବାକୁ ଦେଇ ନଥିଲା, ଏବଂ ତୃତୀୟ ମୋତେ ସ୍ବାଗତ କରିଛି। ମୁଁ ଖୁସି।’ତସଲିମା କହିଛନ୍ତି, ‘ମୋ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହିଁ ଯେ

ରାଜନୀତି

ଅଡ଼ୁଆରେ ଫସିଲେ ପପୁ ଯାଦବ

ନୂଆଦିଲ୍ଲୀ : ସଂସଦ ଭବନ ପରିସରରେ ଗେରୁଆ ବସ୍ତ୍ର ପିନ୍ଧି ‘ଚାନ୍ଦା ଚୋରି’ ପ୍ରତିବାଦ ନାଟକ କରିବାରୁ ବିହାରର ପୂର୍ଣ୍ଣିଆ ସାଂସଦ ପପୁ ଯାଦବ ବଡ଼ ଅଡ଼ୁଆରେ ଫସିଯାଇଛନ୍ତି। ଏହି ପ୍ରତିବାଦକୁ ନେଇ ଦିଲ୍ଲୀର ଜାହାଙ୍ଗୀରପୁରୀ ଥାନାରେ ଏତଲା ଦାୟର ହୋଇଥିବାବେଳେ ସାଧୁସନ୍ଥ ଏବଂ ହିନ୍ଦୁ ସଂଗଠନମାନେ ତୀବ୍ର ପ୍ରତିବାଦ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ପପୁ ଯାଦବ ନାଟକ କରି ଭଗବାନ ବସ୍ତ୍ର, ରାମ ମନ୍ଦିରର ପ୍ରତୀକାତ୍ମକ ଦାନ ପେଟିକା ଏବଂ ଭଗବାନ ରାମଙ୍କ ସହିତ

ଦେଶ, ରାଜନୀତି

ଖୁବଶୀଘ୍ର ମହିଳାମାନଙ୍କୁ ମିଳିବ ୨୫ଶହ ଟଙ୍କା

ନୂଆଦିଲ୍ଲୀ : ଦିଲ୍ଲୀର ମହିଳାମାନଙ୍କ ପାଇଁ ଖୁସି ଖବର । ପ୍ରତିମାସରେ ମିଳିବ୨୫ ଶହ ଟଙ୍କା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଦିଲ୍ଲୀ ଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ଦେଇଛି ।ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ପ୍ରତିମାସରେ ୨,୫୦୦ ଲେଖାଏଁ ଆର୍ଥିକ ସହାୟତା ଦିଆଯିବ, କିନ୍ତୁ ସମ୍ପୂର୍ଣ୍ଣ ଟଙ୍କା ସିଧାସଳଖ ଖର୍ଚ୍ଚ କରିବା ପାଇଁ ମିଳିବ ନାହିଁ। ସରକାର ଚାହାଁନ୍ତି ଯେ ଏହି ଟଙ୍କାର ଏକ ବଡ଼ ଅଂଶ ସଞ୍ଚୟ ଏବଂ ନିବେଶରେ ଯାଉ,

ରାଜନୀତି

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ

ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଅମିତ୍ ଶାହଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ମନମୋହନ ଏବଂ କେଭି ସିଂହଦେଓଙ୍କ ସହ ଦିଲ୍ଲୀ ଗସ୍ତ ବଢ଼ାଇଲା ଚର୍ଚ୍ଚା । ଆସନ୍ତା ୪ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଠିକ୍ ଏହା ପୂର୍ବରୁ ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ ଓଡ଼ିଶାରେ ସରକାର ଆଉ ଦଳୀୟ ସଙ୍ଗଠନ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ

ରାଜନୀତି

ଆଣ୍ଟି ପେପର ଲିକ ବିଲ ପାସ

ନୂଆଦିଲ୍ଲୀ: ଦୁଇ ଦିନର ଗହନ ଚର୍ଚ୍ଚା ଓ ଗରମା ଗରମ ବୟାନବାଜି ପରେ ସଂସଦର ନିମ୍ନ କକ୍ଷ​‌ ବା ଲୋକସଭାରେ ବୁଧବାର ପାସ୍ ହୋଇଛି ‘ଆଣ୍ଟି ପେପର ଲିକ୍ ବିଲ୍ ୨୦୨୬’। ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ ପାରିତ ହୋଇଛି । ନିଟ ବିବାଦକୁ ନେଇ ଦେଶବ୍ୟାପୀ ଛାତ୍ର ବିରୋଧ ପ୍ରଦର୍ଶନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦେବାର କିଛି ଦିନ ପରେ କେନ୍ଦ୍ର ସୋମବାର ଏହି ସଂଶୋଧନ ବିଲ ଆଗତ କରିଥିଲା । ହେଲେ

ଦେଶ, ରାଜନୀତି

ମୋଦିଙ୍କୁ ଭୁଲ ମାଗିଲା ମେଟା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫେସବୁକ୍ ଭିଡିଓକୁ ଅସ୍ଥାୟୀ ଭାବରେ ହଟାଇବା ଏବେ ଏକ ଗମ୍ଭୀର ମୋଡ଼ ନେଇଛି। ମେଟା ଏହି ଘଟଣା ପାଇଁ ସରକାରଙ୍କୁ କ୍ଷମା ମାଗିଛି। ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଏହି ବିଷୟକୁ ହାଲୁକା ଭାବରେ ନେଇନାହାଁନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ଭିଡିଓକୁ ହଟାଇବା ପଛର କାରଣ ବୈଷୟିକ ତ୍ରୁଟି କହିବା ସହ କ୍ଷମା ମାଗିଛି ମେଟା। ମେଟାର ବ୍ୟାଖ୍ୟାର ସଠିକତା ବିଷୟରେ ସମ୍ପୃକ୍ତ ବିଭାଗଗୁଡ଼ିକ ତଦନ୍ତ କରୁଛନ୍ତି। ମେଟା ପ୍ରତିନିଧି

ରାଜନୀତି

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ମୋଦିଙ୍କ ଏକ୍ସ ପୋଷ୍ଟ ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ। ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ନୀତି ଓ କାର୍ଯ୍ୟଶୈଳୀ ଯୁବପିଢ଼ିଙ୍କ ଭବିଷ୍ୟତକୁ ସବୁଠୁ ବଡ଼ କ୍ଷତି ପହଞ୍ଚାଇଛି ଏବଂ ଦେଶର ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ସେ ପୁଣିଥରେ ନିଜର ତିନି ଦଫା ଦାବି ଉଠାଇଛନ୍ତି। ରାହୁଲଙ୍କ ଦାବି ଅନୁସାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦରୁ ହଟାଯାଉ, ଛାତ୍ରଛାତ୍ରୀଙ୍କ ନିକଟରେ ସରକାର କ୍ଷମା

Scroll to Top