odisha24 Live

Latest News

Latest News

ବିଦେଶ

ବିଦେଶ

ଭୟଙ୍କର ବନ୍ୟା

ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ନେପାଳରେ ବନ୍ୟାର ପ୍ରଳୟଙ୍କରୀ ରୂପ ଦେଖିବାକୁ ମିଳିଛି। ଏହି ସମୟରେ ବିହାରରେ ମଧ୍ୟ ବନ୍ୟାକୁ ନେଇ ହାଇଆଲର୍ଟ ଜାରି କରାଯାଇଛି। ବିହାରର ମୁଖ୍ୟ ଶାସନ ସଚିବ ପ୍ରତ୍ୟୟ ଅମୃତଙ୍କ ଅଧ୍ୟକ୍ଷତାରେ ଏହି ସମ୍ପର୍କରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ବୈଠକ ଅନୁଷ୍ଠିତ ହୋଇଛି। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଅଧୀକ୍ଷକ/ଏସଏସପିମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଛନ୍ତି। ଅଧିକାରୀମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କ୍ଷୟକ୍ଷତି ନିର୍ଣ୍ଣୟ କରିନାହାଁନ୍ତି […]

ବିଦେଶ

ବିଦେଶରେ ଅଦିନିଆ ରଥଯାତ୍ରା

କାଲିଫର୍ଣ୍ଣିଆ : ଅଦିନିଆ ତିଥିରେ ପୁଣିଥରେ ରଥଯାତ୍ରା ପାଳନ କଲା ଇସ୍କନ । ଆମେରିକାର ସାନଫ୍ରାନସିସ୍କୋ (କାଲିଫର୍ଣ୍ଣିଆ) ଠାରେ ଇସ୍କନ ପକ୍ଷରୁ ପୁଣି ଥରେ ଅଦିନିଆ ରଥଯାତ୍ରା ପାଳନ କରାଯାଇଛି । ଖାଲି ଏତିକି ନୁହେଁ ଗତ ୨୨ ତାରିଖରେ କାନାଡାର ବର୍ଲିଂଟନ ସହର ଏବଂ ୟୁରୋପର ଦୁଇଟି ସହର ସହ ଜର୍ମାନୀର ଲେପିଜିଗ, ନରୱେର ଓସେଲାରେ ଅଗଷ୍ଟ ୨୩ ତାରିଖରେ ବହୁ ଧୂମଧାମରେ ଅଦିନିଆ ରଥଯାତ୍ରା ପାଳନ କରିଛି । ଯାହା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ

ବିଦେଶ

ଇରାନ ଉପରେ ଆମେରିକାର ଚାପ

ୱାଶିଂଟନ: ଇରାନ ବିରୋଧରେ ଆମେରିକା ଏକ ବିଶାଳ ଏବଂ କଠୋର ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିବନ୍ଧକ ଅଭିଯାନ ଆରମ୍ଭ କରିଛି। ଆମେରିକା ସରକାର ବିଶ୍ୱର ସମସ୍ତ ଦେଶମାନଙ୍କୁ ଇରାନ ସହିତ ସମସ୍ତ ବାଣିଜ୍ୟ ସମ୍ପର୍କ ତୁରନ୍ତ ଶେଷ କରିବାକୁ କଠୋର ଚେତାବନୀ ଦେଇଛନ୍ତି। ୱାସିଂଟନ୍ ସମସ୍ତ ବାଣିଜ୍ୟିକ ଅଂଶୀଦାର ଏବଂ କମ୍ପାନିଗୁଡ଼ିକୁ ଇରାନ ସହିତ ସେମାନଙ୍କ ସମ୍ପର୍କ ସମାପ୍ତ କରିବା ପାଇଁ କଠୋର ସମୟସୀମା ଜାରି କରିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆଦେଶ ପାଳନ ନକଲେ ଉଲ୍ଲଂଘନକାରୀ ଦେଶ

ବିଦେଶ

ଖାମେନେଇଙ୍କ ସ୍ୱାସ୍ଥ୍ୟକୁ ନେଇ ପରଦା ହଟିଲା

ତେହରାନ : ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସ୍ଥିତି ଓ ସ୍ୱାସ୍ଥ୍ୟକୁ ନେଇ ଦୀର୍ଘ ଦିନରୁ ଚାଲିଥିବା ରହସ୍ୟ ଉପରୁ ପରଦା ହଟିଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ଇରାନ ସରକାର ଓ ଗଣମାଧ୍ୟମ ପକ୍ଷରୁ ସ୍ପଷ୍ଟ କରିଛନ୍ତି। ଏହି ଉଦ୍ଦେଶ୍ୟରେ ଇରାନର ସରକାରୀ ସମ୍ବାଦ ସଂସ୍ଥା ପକ୍ଷରୁ ଏକ ନୂଆ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ମୋଜତାବା ଖାମେନେଇ କିଛି ଲୋକଙ୍କ ସହ କଥାବାର୍ତ୍ତା କରୁଥିବାର ନଜର ଆସିଛନ୍ତି।

ବିଦେଶ

ମୃତ୍ୟୁର ତାଣ୍ଡବ ରଚିଲା ଭୂସ୍ଖଳନ

ଆଫ୍ରିକା : ପଶ୍ଚିମ ଆଫ୍ରିକୀୟ ଦେଶ ଗିନିର ରାଜଧାନୀ କୋନାକ୍ରିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ଯୋଗୁଁ ଏକ ଅଳିଆ ପାହାଡ଼ ଧସି ପଡ଼ିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା କୋନାକ୍ରିର ସବୁଠାରୁ ବଡ଼ ଲ୍ୟାଣ୍ଡଫିଲ୍ ଦାର୍ ଏସ୍ ସଲାମରେ ଘଟିଛି। ରିପୋର୍ଟ ଅନୁସାରେ ଅନେକ ଲୋକ ଏବେ ବି ପୋତି ହୋଇ ରହିଛନ୍ତି। ସେମାନଙ୍କୁ ବାହାର କରିବା ପାଇଁ ସରକାର ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ରିପୋର୍ଟ ଅନୁସାରେ, ରବିବାର ଭୋର

ବିଦେଶ

ଭୂକମ୍ପରେ ଦୋହଲିଲା ଜାପାନ, ଲୋକଙ୍କ ମଧ୍ୟରେ ଆତଙ୍କ!

ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତ୍ରୀବ୍ରତା ୫.୯ ରହିଥିଲା । ଭୂମିକମ୍ପର କେନ୍ଦ୍ର ଇବାରାକିର ଦକ୍ଷିଣ ଅଞ୍ଚଳରେ ଭୂପୃଷ୍ଠଠାରୁ ପ୍ରାୟ ୭୦ କିଲୋମିଟର ତଳେ ଥିଲା । ଭୂମିକମ୍ପ ପରେ ସୁନାମିର କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ଇବାରାକିରେ ଅତି କମରେ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି । ଆହୁରି କେତେ ଜଣ ଆହତ ହୋଇଛନ୍ତି, ସେନେଇ ଯାଞ୍ଚ

ବିଦେଶ

ୟୁକ୍ରେନ୍‌କୁ ଘାଇଲା କଲା ରୁଷ

କିଭ୍: ପୁଣି ୟୁକ୍ରେନ୍‌ରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତି ରୁଷିଆର ଭୟଙ୍କର ଡ୍ରୋନ୍ ଆକ୍ରମଣ କରିଛି । ଲୋକଙ୍କ ଚହଳରେ ପୂରି ରହିଥିବା ଏକ ବ୍ୟସ୍ତବହୁଳ ସପିଂ ସେଣ୍ଟରକୁ ଟାର୍ଗେଟ କରି କରାଯାଇଥିବା ଏହି ବର୍ବର ଆକ୍ରମଣରେ ୧୪ ଜଣ ନିରୀହ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୨ ଜଣ ଶିଶୁଙ୍କ ସମେତ ୧୨୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨୯ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ

ବିଦେଶ

ମୃତ୍ୟୁ ପାଖରେ ବାଇଡେନ

ଆମେରିକା : ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ମୃତ୍ୟୁ ପାଖରେ ନାହାଁନ୍ତି, କିନ୍ତୁ ସେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ୮୩ ବର୍ଷୀୟ ବାଇଡେନଙ୍କ ଶରୀରରେ ପ୍ରୋଷ୍ଟେଟ୍ କ୍ୟାନର ହାଡ଼କୁ ବ୍ୟାପିଯାଇଥିବା ନେଇ ତାଙ୍କ ପରିବାର ଓ ପତ୍ନୀ ଜିଲ୍‌ ବାଇଡେନ ସୂଚନା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ‘ଜେମି କର୍ଣ୍ଣ ଲିମା ଶୋ’ ରେ ଅତିଥି ଭାବରେ ଯୋଗ ଦେଇ ଜିଲ୍, ବାଇଡେନ୍‌ଙ୍କ ପ୍ରୋଷ୍ଟେଟ୍ କ୍ୟାନ୍ସର ଏବଂ ତାହା ହାଡ଼କୁ ବ୍ୟାପିଯିବା ପରର

ବିଦେଶ

ଭୟଙ୍କର ଭୂକମ୍ପ

ଲିମା : ଦକ୍ଷିଣ ଆମେରିକାର ପେରୁ ଅଞ୍ଚଳରେ ୬.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପର ଝଟକା । ଅନେକ ସହରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ଲୋକେ ଭୟରେ ଘର ଛାଡ଼ି ରାସ୍ତାକୁ ଦୌଡ଼ି ଆସିଥିଲେ। ତେବେ ବଡ଼ କଥା ହେଉଛି, ଏତେ ଶକ୍ତିଶାଳୀ ଭୂକମ୍ପ ସତ୍ତ୍ୱେ କୌଣସି ଜନହାନି କିମ୍ବା ସୁନାମି ବିପଦର ଖବର ମିଳିନାହିଁ। ଆମେରିକୀୟ ଭୂତାତ୍ତ୍ୱିକ ସର୍ଭେ ଅନୁସାରେ, ଭୂକମ୍ପ ସ୍ଥାନୀୟ ସମୟ ଅପରାହ୍ନ ୧ଟା ବେଳେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ

ବିଦେଶ

ଆକାଶରୁ ଖସିପଡ଼ିଲା ହେଲିକପ୍ଟର

ନାଇରୋବି : କେନିଆର ସାମ୍ବୁରୁ କାଉଣ୍ଟିରେ ଏକ ଭୟାବହ ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଇକ୍ୱାଡୋରର ଗୁଇନ୍ଦା ମୁଖ୍ୟ ମିକେଲ ସେନ୍ସି-କୋଣ୍ଟୁଗି, ତାଙ୍କ ପତ୍ନୀଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ଆମେରିକୀୟ ନାଗରିକଙ୍କ ସହ ଇକ୍ୱେଡରର ଜଣେ ବରିଷ୍ଠ ଅଧିକାରୀ ଏବଂ ଜଣେ ଆମେରିକୀୟ ସାମ୍ବାଦିକ ଥିବା ସୂଚନା ମିଳିଛି। ଲୋଇସାବା ଅଭୟାରଣ୍ୟରୁ ହେଲିକପ୍ଟରରେ ଆକାଶ ସଫାରି କରିବାକୁ ବାହାରିଥିବା ବେଳେ ଏହି ଯାତ୍ରା ମୃତ୍ୟୁର

Scroll to Top