odisha24 Live

Latest News

Latest News

ମନୋରଞ୍ଜନ

ମନୋରଞ୍ଜନ

ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌,ଦର୍ଶକଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ

ମୁମ୍ବାଇ : ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା ସାଲଗାଓଁକର ପରିବାରର କ୍ରାଇମ ଗାଥାର ଏହା ଅନ୍ତିମ ଅଧ୍ୟାୟ ବୋଲି କୁହାଯାଉଛି। ଏଥର ‘ଦୃଶ୍ୟମ ଦ କନକ୍ଲୁଜନ’ର ଟ୍ରେଲର୍‌ ମୁମ୍ବାଇରେ ନୁହେଁ, ବରଂ ଗୋଆର ପାଣାଜୀରେ ଲଞ୍ଚ କରାଯାଇଛି। ଫିଲ୍ମର କାହାଣୀର ଦୁନିଆ ସହ ଏହି ସ୍ଥାନର ସମ୍ପର୍କ ଥିବାରୁ ଟ୍ରେଲର୍‌ ଲଞ୍ଚ ପାଇଁ ପାଣାଜୀକୁ […]

ମନୋରଞ୍ଜନ

କେବିସିକୁ ଛାଡ଼ିଲେ ବିଗ୍ ବି ,ବିଗ୍ ବିଙ୍କ ନିଷ୍ପତ୍ତିକୁ ନେଇ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ : ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ ଲୋକପ୍ରିୟ କୁଇଜ୍‌ ଶୋ’ ‘କୌନ ବନେଗା କରୋଡ଼ପତି’ର ହୋଷ୍ଟ ଭାବେ ସେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ତେବେ ଏହା ମଧ୍ୟରେ ବିଗ ବି ନିଜର ସଦ୍ୟତମ ବ୍ଲଗ୍‌ରେ KBCରୁ ଦୂରେଇ ଯିବାର ସଙ୍କେତ ଦେଇଛନ୍ତି, ଯାହା ଶୁଣି ତାଙ୍କ ପ୍ରଶଂସକମାନେ ବେଶ ଭାବବିହ୍ବଳ ହୋଇପଡ଼ିଛନ୍ତି।

ମନୋରଞ୍ଜନ

ବିବାଦରେ ଫସି ଚର୍ଚ୍ଚାରେ ନୋରା

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ବଢ଼ିଲା ଅଡୁଆ । ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ ମାନହାନି ମାମଲା ଦାୟର ହୋଇଛି। ଏକ ଏଭିଏସନ କମ୍ପାନୀ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି। କମ୍ପାନୀର ଅଭିଯୋଗ ଅନୁସାରେ, ନୋରା ତାଙ୍କ ଚାର୍ଟାର୍ଡ ବିମାନକୁ ନେଇ ସୋସିଆଲ ମିଡିଆରେ ଏପରି କିଛି ମନ୍ତବ୍ୟ କରିଥିଲେ, ଯାହାକୁ କମ୍ପାନୀ ଅପମାନଜନକ, ଦାୟିତ୍ୱହୀନ ଏବଂ ତଥ୍ୟ ଯାଞ୍ଚ ନକରି କରାଯାଇଥିବା ମନ୍ତବ୍ୟ

ମନୋରଞ୍ଜନ

ଇତିହାସରେ ପ୍ରଥମ, ଦିଲ୍ଲୀ ବାହାରେ ହେବ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ନୂଆଦିଲ୍ଲୀ : ଦୀର୍ଘ ଦିନର ପରମ୍ପରାରେ ପରିବର୍ତ୍ତନ ଆଣି ଚଳିତ ବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଏହି ପ୍ରତିଷ୍ଠିତ ପୁରସ୍କାର ବିତରଣ ସମାରୋହ ନୂଆଦିଲ୍ଲୀ ବଦଳରେ ଗୁଜୁରାଟର ଏକତା ନଗରରେ ଆୟୋଜନ କରାଯିବାର ସମ୍ଭାବନା ରହିଛି। ଚଳିତ ମାସ ଶେଷ ଆଡ଼କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁଜୁରାଟ ଗସ୍ତ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ରାଷ୍ଟ୍ରପତି ଏକତା ନଗର ଗସ୍ତ କରି

ମନୋରଞ୍ଜନ

ନୀରବତା ଭାଙ୍ଗିଲେ ଗୋବିନ୍ଦା

ମୁମ୍ବାଇ : ପତ୍ନୀ ସୁନିତା ଆହୁଜାଙ୍କ ସହ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ କଥିତ ସମ୍ପର୍କର ଗୁଜବକୁ ନେଇ ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଛନ୍ତି ବଲିଉଡ୍‌ ଅଭିନେତା ଗୋବିନ୍ଦା।ଏହି ବହୁ ଚର୍ଚ୍ଚିତ ଦମ୍ପତିଙ୍କ ସମ୍ପର୍କ ମଧ୍ୟରେ ଫାଟ ଆସିଥିବା ଖବର ବହୁତ ଦିନ ଧରି ପ୍ରସାରିତ ହେଉଥିଲା | ଏଠି ମଧ୍ୟରେ ସୁନିତା ଆହୁଜା ତାଙ୍କର ଛାଡପତ୍ର ଆବେଦନ ଫେରାଇ ନେଇଛନ୍ତି | ଗୋବିନ୍ଦା ଏପର୍ଯ୍ୟନ୍ତ ସେ ସମ୍ବନ୍ଧରେ ପାଟି ଖୋଲି ନ ଥିଲେ

ମନୋରଞ୍ଜନ

ଜୋହେରୀଙ୍କ ମୁଣ୍ଡରେ ସଜିଲା ବିଶ୍ୱ ସୁନ୍ଦରୀର ମୁକୁଟ

ନୂଆଦିଲ୍ଲୀ : ବିଶ୍ୱ ସୁନ୍ଦରୀ ହେଲେ ଜୋହେରୀ ମୋଲା। ଜୋହେରୀ ମୋଲା ୭୩ତମ ମିସ୍ ୱାର୍ଲ୍ଡ । ଭିଏତନାମର ନ୍ହା ତ୍ରାଙ୍ଗଠାରେ ଅନୁଷ୍ଠିତ ହୋଇଛି ମିସ୍ ୱାର୍ଲଡ । ଡୋମିନିକାନ୍ ରିପବ୍ଲିକର ଜୋହେରୀ ମୋଲା ଏହି ବର୍ଷର ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି । ଏଥିରେ ସ୍ପେନର ଏଲିସାବେଥ୍ ରେନେସ୍ ପ୍ରଥମ ରନର୍ସ-ଅପ୍ ଏବଂ ମାଲେସିଆର ତାନୁସିୟା ଚେଟ୍ଟି ଦ୍ୱିତୀୟ ରନର୍ସ-ଅପ୍ ହୋଇଛନ୍ତି । ଭାରତର ପ୍ରତିନିଧିତ୍ୱ କରୁଥିବା ନିକିତା ପୋରୱାଲ୍ ଟପ୍ ୪୦ ସ୍ଥାନରେ ପହଞ୍ଚିଥିଲେ

ମନୋରଞ୍ଜନ

ବିଗ୍ ବସ୍ ୨୦’ ସେଟ୍‌ରେ ସଲମାନଙ୍କ ରାଗ!

ମୁମ୍ବାଇ : ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ ‘ବିଗ୍ ବସ୍ 20’ ସୁଟିଂ ବଲିଉଡର ଭାଇଜାନ୍ ସଲମାନ ଖାନ ନୂଆ ଲୁକ୍ ସାମ୍ନାକୁ ଆସିବା ପରେ ଫ୍ୟାନ୍ମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଏହାରି ମଧ୍ୟରେ ଏକ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ଚାଲିଛି। ସେଟରେ ସଲମାନ କାହା ଉପରେ ଏତେ ରାଗିଗଲେ , ଆଉ କହିଲେ “ଏହା ତୋର କାମ ନୁହେଁ…” ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।ସୂଚାନୁଯାଇ ମୁମ୍ବାଇରେ

ମନୋରଞ୍ଜନ

ବଲିଉଡ୍‌ରେ ଷ୍ଟାର୍ କିଡ୍‌ଙ୍କ ଧମାକାଦାର ଡେବ୍ୟୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ ହୋଇଛି। ତାଙ୍କର ପ୍ରଥମ ଫିଲ୍ମ ଏକ ଜବରଦସ୍ତ ଆକ୍ସନ-ପ୍ୟାକ୍ଡ ସିନେମା ହେବାକୁ ଯାଉଛି।ରିପୋର୍ଟ ଅନୁସାରେ, ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିବେ ଅନିରୁଦ୍ଧ ଆୟର, ଯିଏ ପୂର୍ବରୁ ଚର୍ଚ୍ଚିତ ଫିଲ୍ମ ‘ଏନ୍‌ ଆକ୍ସନ ହିରୋ’ର ନିର୍ଦ୍ଦେଶନା ଦେଇସାରିଛନ୍ତି। ଏହି ଫିଲ୍ମଟି ଏକ ବଡ଼ ସ୍କେଲରେ ନିର୍ମାଣ କରାଯିବ ଏବଂ ଏଥିରେ ଜବରଦସ୍ତ ଆକ୍ସନ ଦୃଶ୍ୟ

ମନୋରଞ୍ଜନ

ବିଶିଷ୍ଟ ସଙ୍ଗୀତଜ୍ଞ ଗୌରାଙ୍ଗ ବ୍ୟାସଙ୍କ ପରଲୋକ, ସଙ୍ଗୀତ ଜଗତରେ ଶୋକର ଛାୟା

ମୁମ୍ବାଇ : ଗୁଜରାଟୀ ସଙ୍ଗୀତ ଜଗତରେ ଶୋକର ଛାୟା, ବିଶିଷ୍ଟ ସଙ୍ଗୀତକାର ଓ ଗାୟକ ଗୌରାଙ୍ଗ ବ୍ୟାସଙ୍କ ପରଲୋକ। ଅହମଦାବାଦରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଗୁଜରାଟୀ କଳା ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ଗୌରାଙ୍ଗ ବ୍ୟାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଗୁଜରାଟୀ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ସବୁବେଳେ ସ୍ମରଣୀୟ ରହିବ ବୋଲି ପ୍ରଧାନମନ୍ତ୍ରୀ

ମନୋରଞ୍ଜନ

ମାନବିକତାରେ ହୃଦୟ ଜିଣିଲେ ସୋନୁ ସୁଦ

ନେପାଳ : ବିପଦ ସମୟରେ ଯିଏ ଲୋକଙ୍କ ପାଖରେ ଠିଆ ହୁଏ, ସିଏ ହିଁ ପ୍ରକୃତ ନାୟକ। କୋଭିଡ୍ ସମୟରୁ ନିଜର ମାନବିକତା ଓ ସେବା ପାଇଁ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ କରିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ପୁଣିଥରେ ଜିଣିଛନ୍ତି ସମସ୍ତଙ୍କ ମନ । ସୁଦ ପୁଣି ଥରେ ନେପାଳରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସି ତାଙ୍କ ମହାନତା ପ୍ରଦର୍ଶନ କରିଛନ୍ତି। ଅଭିନେତା ରିଲିଫ ସାମଗ୍ରୀ ନେଇ କାଠମାଣ୍ଡୁରେ ପହଞ୍ଚିଛନ୍ତି।ନେପାଳରେ ବନ୍ୟା

Scroll to Top