ସେପ୍ଟେମ୍ବର ୧ରୁ ବଢିବ କ୍ଷୀର
ମୁମ୍ବାଇ : ସେପ୍ଟେମ୍ବର ୧ରୁ ମୁମ୍ବାଇରେ କ୍ଷୀର କିଣିବା ସାଧାରଣ ଲୋକଙ୍କ ପକେଟ ଉପରେ ଭାରୀ ବୋଝ ହୋଇଯିବ। ମହଙ୍ଗା ମାଡ଼ ମଧ୍ୟରେ କ୍ଷୀର ମୂଲ୍ୟରେ ଏକ ବଡ଼ ବୃଦ୍ଧି ନେଇ ସରକାରୀ ଘୋଷଣା କରାଯାଇଛି। ସହରର ପାଇକାରୀ ଏବଂ ଖୁଚୁରା କ୍ଷୀର ଉତ୍ପାଦକମାନେ ପ୍ରତି ଲିଟରରେ ୯ ବୃଦ୍ଧି ହୋଇଛଇ। ଫଲରେ କ୍ଷୀର ଭଳି ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀର ବୃଦ୍ଧି ସାମଗ୍ରିକ ରୋଷେଇ ଘର ଖର୍ଚ୍ଚକୁ ବାଧା ଦେବ। ଏପର୍ଯ୍ୟନ୍ତ ଗ୍ରାହକମାନେ ୯୩ ଟଙ୍କା ପ୍ରତି









