odisha24 Live

Latest News

Latest News

ବାଣିଜ୍ୟ

Top Stories, ବାଣିଜ୍ୟ

ସୁନା ଦରରେ ଆସିବ ବଡ଼ ପରିବର୍ତ୍ତନ

ମୁମ୍ବାଇ : ସୁନା କିଣୁଥିବା ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘରୋଇ ସୁନା ବଜାରରେ ଶୁକ୍ରବାର ଦିନ ସୁନା ଏବଂ ରୂପା ଦରରେ ଜୋରଦାର ହ୍ରାସ ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପ୍ରତି ୩,୩୦୦ ଟଙ୍କା ପର୍ଯ୍ୟନ୍ତ ଖସିଥିବା ବେଳେ ରୂପା ଦର କିଲୋଗ୍ରାମ ପ୍ରତି ୫,୦୦୦ ଟଙ୍କା ହ୍ରାସ ପାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୨୪୦ […]

ବାଣିଜ୍ୟ

ମହଙ୍ଗା ହେଲା ସିଏନଜି

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ମହଙ୍ଗା ହେଲା ସିଏନଜି। କେଜି ପ୍ରତି ୩ ଟଙ୍କା ୮୯ ପଇସା ମହଙ୍ଗା ହୋଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ (ଆଇଜିଏଲ) ପକ୍ଷରୁ ଏହି ଦର ବୃଦ୍ଧି ହୋଇଛି। ନୂଆ ଦର ଆଜିଠୁ ଲାଗୁ ହୋଇଛି। ଏହି ନୂଆ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି।ଦର ବୃଦ୍ଧି ପରେ ଦିଲ୍ଲୀରେ CNG ମୂଲ୍ୟ କେଜି ପ୍ରତି ୮୩.୦୯ ଟଙ୍କାରୁ ବଢ଼ି ୮୬.୯୮ ଟଙ୍କା ହୋଇଛି। ଏହାର ପ୍ରଭାବ କେବଳ ଦିଲ୍ଲୀରେ ନୁହେଁ,

ବାଣିଜ୍ୟ

ସେପ୍ଟେମ୍ବର ୧ରୁ ବଢିବ କ୍ଷୀର

ମୁମ୍ବାଇ : ସେପ୍ଟେମ୍ବର ୧ରୁ ମୁମ୍ବାଇରେ କ୍ଷୀର କିଣିବା ସାଧାରଣ ଲୋକଙ୍କ ପକେଟ ଉପରେ ଭାରୀ ବୋଝ ହୋଇଯିବ। ମହଙ୍ଗା ମାଡ଼ ମଧ୍ୟରେ କ୍ଷୀର ମୂଲ୍ୟରେ ଏକ ବଡ଼ ବୃଦ୍ଧି ନେଇ ସରକାରୀ ଘୋଷଣା କରାଯାଇଛି। ସହରର ପାଇକାରୀ ଏବଂ ଖୁଚୁରା କ୍ଷୀର ଉତ୍ପାଦକମାନେ ପ୍ରତି ଲିଟରରେ ୯ ବୃଦ୍ଧି ହୋଇଛଇ। ଫଲରେ କ୍ଷୀର ଭଳି ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀର ବୃଦ୍ଧି ସାମଗ୍ରିକ ରୋଷେଇ ଘର ଖର୍ଚ୍ଚକୁ ବାଧା ଦେବ। ଏପର୍ଯ୍ୟନ୍ତ ଗ୍ରାହକମାନେ ୯୩ ଟଙ୍କା ପ୍ରତି

ବାଣିଜ୍ୟ, Trending Stories

ଆଜିର ସୁନା ଓ ରୁପା ଦର

ନୂଆଦିଲ୍ଲୀ : ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ରାକ୍ଷୀରେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୯,୮୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୬,୫୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା

ବାଣିଜ୍ୟ

ବଢ଼ିଲା ଅଣ୍ଡାର ଦର

ନୂଆଦିଲ୍ଲୀ : ଚିନି ପିଆଜର ଦର ବୃଦ୍ଧି ପାଇବା ପରେ, ବର୍ତ୍ତମାନ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ ପ୍ରାୟ ୩୫-୪୦ ପ୍ରତିଶତ ବୃଦ୍ଧି ଘଟିଛି । ନ୍ୟାସନାଲ୍ ଏଗ୍ କୋ-ଅର୍ଡିନେସନ୍ କମିଟି ଅନୁଯାୟୀ, ପୋଲଟ୍ରି ଫାର୍ମରୁ ବାହାରୁଥିବା ଗୋଟିଏ ଅଣ୍ଡାର ମୂଲ୍ୟ ପ୍ରାୟ ୭ ଟଙ୍କାରେ ପହଞ୍ଚିଥିବା ବେଳେ ଖୁଚୁରା ବଜାରରେ ଏହା ୮.୫୦ ରୁ ୯ ଟଙ୍କାରେ ବିକ୍ରି ହେଉଛି। ଅଣ୍ଡା ଦର

ବାଣିଜ୍ୟ

ଆଜିର ସୁନା ଓ ରୁପା ଦର

ନୂଆଦିଲ୍ଲୀ : ସ୍ଥିର ରହିଛି ସୁନା ଓ ରୁପା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୩,୭୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୫୦,୧୦୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୩,୭୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୫୦,୧୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୬୩,୭୫୦

ବାଣିଜ୍ୟ

ବଜାଜ୍ ଆଣୁଛି ନୂଆ ଆଡଭେଞ୍ଚର୍ ବାଇକ୍

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଏକ ନୂଆ ଧରଣର ବାଇକ୍ ଲଞ୍ଚ କରିବାକୁ ଯାଉଛି ବଜାଜ୍ ଅଟୋ । ଏପର୍ଯ୍ୟନ୍ତ କମ୍ପାନୀ କମ୍ୟୁଟର୍ ଏବଂ ପରଫର୍ମାନ୍ସ ଫୋକସ୍ଡ୍ ବାଇକ୍ ଲଞ୍ଚ କରିଆସିଛି । ତେବେ ଏହା ବଜାଜର ପ୍ରଥମ ଆଡଭେଞ୍ଚର୍ ବାଇକ୍ ହେବ। ଭାରତରେ ଏହି ମୋଟରସାଇକେଲକୁ ଅନେକ ଥର ଟେଷ୍ଟିଂ ସମୟରେ ଦେଖିବାକୁ ମିଳିଛି। ତେଣୁ ଅନୁମାନ କରାଯାଉଛି ଯେ, କମ୍ପାନୀ ୨୦୨୬ରେ ହିଁ ଏହି ବାଇକକୁ ଲଞ୍ଚ କରିପାରେ । ଭାରତରେ ଏହାକୁ ଫେଷ୍ଟିଭ୍

ବାଣିଜ୍ୟ

ଆଜିର ସୁନା ଦର

ନୂଆଦିଲ୍ଲୀ : ସୁନା-ରୁପା କିଣିବାକୁ ଭାବୁଥିବା ଲୋକଙ୍କ ପାଇଁ ଏହି ଖବରଟି ଚିନ୍ତାର କାରଣ ହୋଇପାରେ। ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୩,୭୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୫୦,୧୦୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା

ବାଣିଜ୍ୟ

ସୀମା ଟପିଲାଣି ସୁନା ଦର

ନୂଆଦିଲ୍ଲୀ : ଆକାଶ ଛୁଆଁ ସୁନା ଦର, ତଥାପି ବଢୁଛି ଚାହିଦା । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୩,୯୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୫୦,୩୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୩,୯୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୫୦,୩୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ

ବାଣିଜ୍ୟ

ଦୌଡୁଛି ସୁନା-ରୁପା

ନୂଆଦିଲ୍ଲୀ : ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଯଦିଓ, ଯେଉଁମାନେ ପୂର୍ବରୁ ସୁନା ଏବଂ ରୂପାରେ ନିବେଶ କରିଛନ୍ତି, ସେମାନଙ୍କ ପାଇଁ ଏହି ବୃଦ୍ଧି ଏକ ଭଲ ଖବର। ଅଗଷ୍ଟ ମାସରେ ସୁନା ଓ ରୂପାର ଦାମରେ ହଠାତ୍ ଦ୍ରୁତ ଗତିରେ ବୃଦ୍ଧି ଦେଖିବାକୁ ମିଳିଛି। ରେକର୍ଡ ଅନୁଯାୟୀ, ଏହି ମାସରେ ସୁନାର ମୂଲ୍ୟ ପ୍ରାୟ ୯ ହଜାର ଟଙ୍କା ବୃଦ୍ଧି ପାଇ

Scroll to Top