odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଉଦୟନିଧିଙ୍କୁ ଗିରଫ କଲା ପୋଲିସ

ଚେନ୍ନାଇ: ତାମିଲନାଡୁରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ। ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ତାଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ଷ୍ଟାଲିନଙ୍କୁ ବାସ ଭବନରୁ ଗିରଫ କରିଛି ତାମିଲନାଡୁ ପୋଲିସ । ସେଠାରେ ପୋଲିସ ଏବଂ ଷ୍ଟାଲିନଙ୍କ ସମର୍ଥକଙ୍କ ସହ ମୁଁହାମୁଁହି ପରିସ୍ଥିତି ଉପୁଜିଛି। ଉଦୟନିଧି ଷ୍ଟାଲିନ ଗିରଫ ହେବା ପରେ ପରେ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଆଇନଗତ ଭାବରେ ଏହାର ସମ୍ମୁଖୀନ ହେବି । ମୁଁ ଏହି କାର୍ଯ୍ୟାନୁଷ୍ଠାନକୁ ଭୟ କରୁନାହିଁ । କେବଳ ମୁଁ ନୁହେଁ, ପ୍ରତ୍ୟେକ ଡିଏମକେ କର୍ମୀ କାର୍ଯ୍ୟାନୁଷ୍ଠାନକୁ ଭୟ କରିବେ ନାହିଁ । ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଷ୍ଟାଲିନ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top