odisha24 Live

Latest News

Latest News

ଜୀବନଶୈଳୀ

ଜୀବନଶୈଳୀ

କିଡ୍‌ନୀକୁ କିପରି ସୁସ୍ଥ ରଖିବେ

କିଡ୍‌ନୀ ରୋଗ ଲୋକଙ୍କ ଜୀବନଶୈଳୀ ଉପରେ ନିର୍ଭର କରିଥାଏ। ସାଧାରଣତଃ ଲୋକେ ଏହା ଉପରେ ଏତେ ଧ୍ୟାନ ଦେଇନଥାନ୍ତି। ରୋଗର ଲକ୍ଷଣ ଜାଣିବା ବେଳକୁ ବିଳମ୍ବ ହୋଇଯାଇଥାଏ। ଠିକ୍‌ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା ନ କଲେ ଓ କିଛିଟା ବଦଭ୍ୟାସ ଯେତେ ଶୀଘ୍ର ବଦଳାଇ ପାରିବେ ସେତେ ଭଲ। ଜାଣନ୍ତୁ ସେ ଅଭ୍ୟାସଗୁଡ଼ିକ କ’ଣ?ଶରୀର ପାଇଁ ନିଦ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। କିଡ୍‌ନିର ପରିଚାଳନା ଆମ ଶରୀର ପାଇଁ ନିହାତି ଜରୁରୀ। ନିଦ ଠିକ୍‌ ଭାବରେ ହେଲେ

ଜୀବନଶୈଳୀ

କଳାଜିରା ଖାଉଛନ୍ତି କି ! କ’ଣ ରହିଛି ଫାଇଦା

ସାଧାରଣତଃ କଳାଜିରା ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାର ବହୁ ଉପକାରୀ ଗୁଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ୧. ଥଣ୍ଡା,କାଶ, କଫ ଦୂର ପାଇଁ କଳାଜିରା ବହୁ ଲାଭଦାୟକ। ଅଳ୍ପ କିଛି କଳା ଜିରାକୁ ଭାଜି ତାହାକୁ କପଡ଼ାରେ ବାନ୍ଧି ଶୁଙ୍ଘିଲେ ଏସବୁ ସମସ୍ୟା ଦୂର ହୋଇଥାଏ।୨. କଳାଜିରା ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ। ଏଥିରେ ଆଣ୍ଟି ମାଇକ୍ରୋବିୟଲ ନାମକ ଏକ

ଜୀବନଶୈଳୀ

କାକୁଡିରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି

କାକୁଡ଼ି ଆମ ଶରୀରକୁ ସୁସ୍ଥ ଏବଂ ସତେଜ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଓ ଜଳୀୟ ଅଂଶ ରହିଥିବାରୁ ଏହାକୁ ସ୍ୱାସ୍ଥ୍ୟର ‘ପାୱାରହାଉସ୍’ କୁହାଯାଏ। କାକୁଡିରୁ ଭିଟାମିନ୍ ସି, ଭିଟାମିନ୍ କେ , ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଅନେକ ସ୍ବାସ୍ଥ୍ୟ ଲାଭ ପ୍ରଦାନ କରିଥାଏ । ଯାହା ଆମ ଶରୀର ପାଇଁ ଖୁବ୍ ଫଳପ୍ରଦ

ଜୀବନଶୈଳୀ

ଦାନ୍ତ ଘଷିବା ପରେ ତୁରନ୍ତ ଖାଉଛନ୍ତି କିମ୍ବା ପିଉଛନ୍ତି କି ?

ଦାନ୍ତକୁ ସଫା କରିବା ପାଇଁ ବ୍ରଶ୍‌‌ର ବ୍ୟବହାର କରାଯାଏ। ଅନେକ ସମୟରେ ଏପରି ଦେଖାଯାଏ, ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇ ଥାଆନ୍ତି। ମାତ୍ର ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।ଦାନ୍ତର ଉପରିଭାଗ ଖୁବ ଶକ୍ତ। ଏହାସହ ମାଢି ସୁସ୍ଥ ରହିବା

ଜୀବନଶୈଳୀ

ଟମାଟୋ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ, ନିୟମିତ ଖାଦ୍ୟରେ ସାମିଲ କରନ୍ତୁ

ସବୁ ଋତୁ ଅନୁସାରେ ପନିପରିବା, ଫଳମୂଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ପ୍ରତ୍ୟେକ ଖାଦ୍ୟରେ କିଛି ନା କିଛି ଲାଭକାରୀ ଗୁଣ ରହିଛି । ଯାହା ଆମର ଅନେକ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ସେହି ସବୁ ମଧ୍ୟରୁ ଟମାଟୋ ହେଉଛି ଅନ୍ୟତମ । ଟମାଟୋକୁ ଆମେ ସାଧାରଣତଃ ବିଲାତି ବୋଲି କହିଥାଉ । ଯାହା ଶରୀର ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଘରେ ଘରେ ଟମାଟୋର ବ୍ୟବହାର ଖୁବ୍ ମାତ୍ରାରେ

ଜୀବନଶୈଳୀ

ସାବଧାନ ! ଖାଲିପେଟରେ ଚା କିମ୍ବା କଫି ପିଉଛନ୍ତି କି ?

ଅଧିକାଂଶ ଲୋକ ଉଠିବା ମାତ୍ରେ ଚା କିମ୍ବା କଫି ପିଇବାକୁ ଅଭ୍ୟାସ କରିସାରିଛନ୍ତି । ଅନେକଙ୍କ ପାଇଁ, ଚା ବିନା ଦିନ ଆରମ୍ଭ ହୁଏ ନାହିଁ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଖାଲି ପେଟରେ ଚା କିମ୍ବା କଫି ପିଇବା ଦ୍ୱାରା ହରମୋନ ସନ୍ତୁଳନ ବିଗିଡ଼ିପାରେ ? ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ, ଏହା ମାସିକ ଋତୁସ୍ରାବ, ଥାଇରଏଡ୍, ମାନସିକ ଚାପ ଏବଂ ଓଜନକୁ ମଧ୍ୟ ପ୍ରଭାବିତ କରିପାରେ ।ମହିଳାଙ୍କ ହରମୋନ ସିଷ୍ଟମ୍ ପୁରୁଷଙ୍କ ଅପେକ୍ଷା

ଜୀବନଶୈଳୀ

ସ୍ୱାସ୍ଥ୍ୟ ପାଇଁ ଜାମୁକୋଳି ଲାଭଦାୟକ

ବର୍ଷାଦିନ ଆରମ୍ଭ ହେବା ସହ ଜାମୁକୋଳି ଗାଁ ଗହଳୀରେ ଭରପୁର ମାତ୍ରାରେ ମିଳେ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହାକୁ ବ୍ଲାକବେରି, ବା ଡାଇବେଟିକ ବଟି କୁହାଯାଇଥାଏ । ଏହାକୁ ଖାଇବା ଦ୍ୱାରା ଆମର ଶରୀରର ଖୁବ ଉପକାର ହେଇଥାଏ । ବିଭିନ୍ନ ରୋଗରୁ ମଧ୍ୟ ଉପଶମ ମିଳିଥାଏ । ବର୍ଷି ଦିନିଆ ପେଟ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ । ଏଥିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥାଏ ।

ଜୀବନଶୈଳୀ

ମକା ଶରୀର ପାଇଁ ଲାଭଦାୟକ

ମକା ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ। ଏଥିରେ ପ୍ରଚୁର ପରିମାଣରେ ଫାଇବର, ଭିଟାମିନ, ଆଇରନ ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ତେବେ ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ଯେ କେତେ ଲାଭଦାୟକ ତାହା ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ସୁଇଟ୍‌ କର୍ନର ଉପକାରିତା ବିଷୟରେ ।୧. ହଜମ ପ୍ରକ୍ରିୟା ଉନ୍ନତ କରେ:-ମକାରେ ଫାଇବର ଭରପୂର ମାତ୍ରାରେ ଥାଏ।ଏହା ହଜମ ଶକ୍ତି

ଜୀବନଶୈଳୀ

ଖାଇବା ପରେ ଗ୍ୟାସ୍ ହେଉଛି କି ! ଆପଣାନ୍ତୁ ଏହି ଉପାୟ

ଆଜିକାଲି ଅନେକ ଲୋକଙ୍କର ଏକ ସାଧାରଣ ସମସ୍ୟା ହେଉଛି ଖାଇବା ପରେ ଗ୍ୟାସ୍ ହେବା । ଅନେକ ସମୟରେ ଆମର ଖାଦ୍ୟ ଅଭ୍ୟାସ ଓ ଜୀବନଶୈଳୀ ଯୋଗୁଁ ଏହି ସମସ୍ୟା ଦେଖାଯାଏ । ବାରମ୍ବାର ଗ୍ୟାସ୍ ହେଉଥିଲେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା କାହିଁକି ହୁଏ ଗ୍ୟାସ୍?ଖାଦ୍ୟ ଠିକ୍ ଭାବରେ ହଜମ ନ ହେଲେ ପେଟରେ ଗ୍ୟାସ୍ ସୃଷ୍ଟି ହୁଏ । ଖାଦ୍ୟ ଅନ୍ତନଳୀରେ ପହଞ୍ଚିବା ପରେ ବ୍ୟାକ୍ଟେରିଆ ତାହାକୁ

ଜୀବନଶୈଳୀ

ସାବଧାନ୍!ପ୍ରତିଦିନ ଆଖିରେ ଲଗାଉଛନ୍ତି କି କଜଳ?

ବର୍ତ୍ତମାନ ସମୟରେ ମେକଅପ୍ ପ୍ରାୟ ପ୍ରତ୍ୟେକ ଝିଅଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି । ସେଥିରେ କାଜଲର ସ୍ଥାନ ସବୁଠାରୁ ଆଗରେ । କାଜଲ ଲଗାଇଲେ ଆଖି ଅଧିକ ବଡ଼, ଆକର୍ଷଣୀୟ ଏବଂ ସୁନ୍ଦର ଦେଖାଯାଏ । ସେଥିପାଇଁ ଅନେକ ଝିଅମାନେ ପ୍ରତିଦିନ କାଜଲ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଭୁଲ ଉପାୟରେ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ କାଜଲ ବ୍ୟବହାର କଲେ ଏହା ଆଖି ପାଇଁ କ୍ଷତିକାରକ ହୋଇପାରେ ।ଯଦି କାଜଲର

Scroll to Top