କୋଲେଷ୍ଟ୍ରଲ କମାଏ ଭେଣ୍ଡି
ଆମ ଶରୀର ପାଇଁ ଭେଣ୍ଡି ବହୁତ ଲାଭଦାୟକ ଅଟେ। ଭେଣ୍ଡି ଏମିତି ଏକ ପରିବା, ଯାହାକୁ ଆମେ ପିଲାଦିନରୁ ଖାଇ ଆସୁଛେ । ଏହି ପରିବାକୁ କେହି ଖାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଏହାକୁ ଖାଇବାକୁ ଆଦୌ ପସନ୍ଦ କରିନଥାଆନ୍ତି । କିନ୍ତୁ ଏହା ପ୍ରକୃତରେ ଶରୀର ପାଇଁ ବେଶ୍ ଲାଭକାରୀ ହୋଇଥାଏ । ଆୟୁର୍ବେଦରେ ଭେଣ୍ଡିର ଅନେକ ଚମତ୍କାରୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରୋଟିନ, କ୍ୟାଲସିୟମ, ଫ୍ୟାଟ, କାର୍ବୋହାଇଡ୍ରେଟ, ସୋଡିୟମ,



