odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ବିମାନ ଦୁର୍ଘଟଣା

ପୁଣେ : ମହାରାଷ୍ଟ୍ର ପୁଣେ ବାରାମତୀରୁ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି । ପୁଣେ ସ୍ଥିତ ବାରାମତିରେ ଏକ ଘରୋଇ କମ୍ପାନୀର ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ ୧୨.୩୫ ମିନିଟ୍‌ ସମୟରେ ବାରାମତି ଏୟାରପୋର୍ଟ ପରିସର ରନୱେ ଠାରୁ ଦୂରରେ ଏହି ଦୁର୍ଘଟଣା ଘଟିଥିଲା । କ୍ରାସ ଲାଣ୍ଡିଂ ଯୋଗୁଁ ଏୟାରକ୍ରାଫ୍ଟଟି କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, କାର୍ବର ଆଭିଏସନର ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ପାଇଲଟ ଓ ଜଣେ କ୍ୟାଡେଟ ଥିଲେ । ଟ୍ରେନିଂ ଅଭ୍ୟାସ ବେଳେ ଦୁର୍ଘଟଣା ଘଟିଥିଲା । ଯେଉଁ ସ୍ଥାନରେ ଏୟାରକ୍ରାଫ୍ଟଟି ରହିବା କଥା, ସେଠାରେ ଅଟକାଇ ଯାଇପାରିନଥିଲା । ରନୱେ ଠାରୁ ଫୁଟ୍‌ ଆଗକୁ ଯାଇ ଘାସ ଥିବା ବୁଦାରେ ପଶି ଯାଇଥିଲା । ତେବେ ସମସ୍ତେ ସୁରକ୍ଷିତ ଅଛନ୍ତି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top