odisha24 Live

Latest News

Latest News

ପୁଣି ଚଢ଼ିବ ଗ୍ୟାସ ଦାମ

ନୂଆଦିଲ୍ଲୀ : ପୁଣି ରୋଷେଇ ଘରେ ମାହାଙ୍ଗା ମାଡ଼। ଆଗାମୀ ଦିନରେ ଘରୋଇ ଏଲପିଜି ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜିର ନୂଆ ଦର ମଧ୍ୟ ପ୍ରକାଶ ପାଇଛି।
ଇରାନ ଯୁଦ୍ଧ କାରଣରୁ ସପ୍ଲାଇ ଚେନ୍‌ରେ ଅସୁବିଧା ଦେଖାଦେବା ପରେ, ଭାରତ ସରକାର ଦେଶରେ ଗ୍ୟାସ୍ ପାଇଁ ଏକ ଷ୍ଟ୍ରାଟେଜିକ୍ ଫ୍ୟୁଏଲ୍ ରିଜର୍ଭ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି। ଏହି୪୨ ବିଲିୟନ୍ ଡଲାରର ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ଏଲପିଜି ଏବଂ ଏଲଏନଜି ଉପଭୋକ୍ତାଙ୍କ ଉପରେ ନୂଆ ଶୁଳ୍କ ଲଗାଯାଇପାରେ।

Share In Social Media
Scroll to Top