odisha24 Live

Latest News

Latest News

ରାଜନୀତି

ରାଜନୀତି

ପାଳନ ହେବ ସେବା ସଂକଳ୍ପ ସପ୍ତାହ

ଆଜିଠୁ ପାଳନ ହେବ ସେବା ସଂକଳ୍ପ ସପ୍ତାହ। ସରକାର ମୁଖ୍ୟ ଭାବେ ନିରବଚ୍ଛିନ୍ନ ୨୫ ବର୍ଷର ନେତୃତ୍ବ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇ ଏକ ସଂକଳ୍ପ ପାରିତ ହୋଇଛି। ଆଜିଠୁ ସାରା ଦେଶରେ ସେବା ସଂକଳ୍ପ ସପ୍ତାହ ପାଳନ କରାଯିବ। ଦେଶର ୭୫୦ ଜିଲ୍ଲାରେ ଏହା ପାଳନ ହେବାକୁ ଥିବା ବେଳେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ଏହାସହ ସବୁ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବର୍ଗର ଲୋକଙ୍କ ସହ ସେ କଥା ହେବେ।

ରାଜନୀତି

ବାଜିଲା ବିଗୁଲ, କମ୍ପିବ କ୍ୟାମ୍ପସ୍‌

ଭୁବନେଶ୍ୱର : ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯାହାକୁ ନେଇ କ୍ୟାମ୍ପସଗୁଡ଼ିକରେ ପ୍ରବଳ ଉତ୍ସାହ ଓ ମାହୋଲ ଜମିବାକୁ ଆରମ୍ଭ କଲାଣି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୧୫ ରେ ଭୋଟ୍ ଗ୍ରହଣ ହେବ ଏବଂ ଅକ୍ଟୋବର ୧୬ରେ ନବନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ।୨୦୧୭ ମସିହା ପରଠାରୁ ରାଜ୍ୟରେ କ୍ୟାମ୍ପସ୍ ନିର୍ବାଚନ ବନ୍ଦ

ରାଜନୀତି, ରାଜ୍ୟ

୧୫ରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ହୋଇଛି । ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ଅନୁଯାୟୀ କଲେଜ ପକ୍ଷରୁ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ୯

ରାଜନୀତି

ବିଜେଡିର ନୂଆ ମିଡିଆ ଟିମ୍

ଭୁବନେଶ୍ୱର : ନବୀନ ନିବାସରେ ବିଜେଡିର ନୂଆ ମିଡିଆ ଟିମ୍ । ବିଜେଡିର ନବନିଯୁକ୍ତ ମିଡିଆ ଟିମ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦଳର ନୂଆ ମିଡିଆ କୋଅର୍ଡିନେଟର, ସୋସିଆଲ ମିଡିଆ ଓ ଆଇଟି ସେଲର ସଦସ୍ୟମାନେ ନବୀନଙ୍କୁ ଭେଟିଛନ୍ତି । ଲୋକଙ୍କ ପାଖରେ ଦଳର ବାର୍ତ୍ତା ପହଞ୍ଚାଇବାକୁ ଗୁରୁତ୍ୱ ଦେଉଛନ୍ତି ବିଜେଡି ସଭାପତି । ଦଳର ମିଡିଆ ଓ ସୋସିଆଲ ମିଡିଆ ରଣନୀତିକୁ କିପରି ଆହୁରି ସକ୍ରିୟ ଓ

ରାଜନୀତି

ମୁଖ୍ୟମନ୍ତ୍ରୀରୂ କଣ୍ଡକ୍ଟର ସାଜିଲେ ବିଜୟ

ଚେନ୍ନାଇ : ହଠାତ୍ ନିଜ ଆଲିସାନ୍ କାରରୁ ଓହ୍ଲାଇ ବସ୍‌ରେ ଚଢିଲେ ମୁଖ୍ୟମନ୍ତ୍ରୀ! ହାତରେ ମେସିନ୍ ଧରି ଟିକେଟ୍ କାଟିଲେ ବିଜୟ! ତାମିଲନାଡୁରେ ଗାନ୍ଧୀ ଜୟନ୍ତୀ ଦିନ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଲା, ଯାହା ବସ୍‌ରେ ଥିବା ଯାତ୍ରୀଙ୍କୁ ଚକିତ କରିଦେଇଥିଲା। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ହଠାତ୍ ସରକାରୀ ବସ୍‌ରେ ଚଢ଼ିଲେ ଏବଂ କିଛି ସମୟ ପାଇଁ ନିଜେ କଣ୍ଡକ୍ଟରଙ୍କ ଭୂମିକାରେ ଦେଖାଗଲେ। ଚେନ୍ନାଇର କୋୟମ୍ବେଡୁ ବସ୍ ଟର୍ମିନାଲରେ ‘ଭେଟ୍ରି ପୟନମ୍’ ଯୋଜନାର ବିସ୍ତାରିତ

ରାଜନୀତି

ଆରମ୍ଭ ହେଲା ଜନସଂପର୍କ ପଦଯାତ୍ରା

ଭୁବନେଶ୍ୱର : ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଭୁବନେଶ୍ବରରୁ ଶୁଭାରମ୍ଭ କରିବେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନଭେମ୍ୱର ୨ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଚାଲିବ କାର୍ଯ୍ୟକ୍ରମ । ଚଳିତ ଥର ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଓ ବିଜେଡି ଶାସନ କାଳର ସଫଳତାକୁ ନେଇ ଘରକୁ ଘର ଯିବ ବିଜୁ ଜନତା ଦଳ । ଏମ୍‌ଏମ୍‌ଡିଆର ସଂଶୋଧନ ବିଲ୍‌ ସମେତ ଆଇନଶୃଙ୍ଖଳା, କୃଷକ ସମସ୍ୟା ନାରୀ ନିର୍ଯ୍ୟାତନାକୁ

ରାଜନୀତି

୫ ଦିନ ମଧ୍ୟରେ ଘୋଷଣା ହୋଇପାରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ଅକ୍ଟୋବର ୧୪ କିମ୍ବା ୧୫ରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ । ଆଜି ସ୍ପଷ୍ଟ ହୋଇପାରେ ଚିତ୍ର । ଏନେଇ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି । ଏହାର ଠିକ୍‌ ୧୦ ଦିନ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୫ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି । ତେବେ କେଉଁ ପଦ୍ଧତିରେ ନିର୍ବାଚନ ହେବ ତାହାକୁ ନେଇ ଉଚ୍ଚଶିକ୍ଷା ବିଭାଗରେ ମାନସ ମନ୍ଥନ ଜାରି ରହିଛି । ନିର୍ବାଚନ କେବଳ ସରକାରୀ

ରାଜନୀତି

ମୋଦୀ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି:ବଢ଼ିବ ଫସଲର ଏମଏସପି

ନୂଆଦିଲ୍ଲୀ: ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ କୃଷକ ଏବଂ ଦେଶର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କ୍ୟାବିନେଟ୍ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କ୍ୟାବିନେଟ ‘ପିଏମ ଧାରା’କୁ ମଞ୍ଜୁରୀ ପ୍ରଦାନ କରିଛି।ଏହି ବୈଠକରେ ରବି ଫସଲ ପାଇଁ ୨୦୨୭-୨୮ ବର୍ଷରେ ଗହମ ସମେତ ୬ଟି ଫସଲର ସର୍ୱନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର କୃଷକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି।

ରାଜନୀତି

ନବଜାତ ଶିଶୁଙ୍କ ପାଇଁ ବଡ଼ ଉପହାର!ପ୍ରତିଶୃତି ପୂରଣ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ ଶିଶୁମାନଙ୍କୁ ୨୨-କ୍ୟାରେଟ ବିଶିଷ୍ଟ ଏକ-ଗ୍ରାମ ଓଜନର ସୁନା ମୁଦି ପ୍ରଦାନ କରୁଥିବା ଏକ ଯୋଜନାର ଶୁଭାରମ୍ଭ କରିଥିଲେ।ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ମଦୁରାଇର ସରକାରୀ ରାଜାଜୀ ହସ୍ପିଟାଲରେ ‘ମାମୁଁଙ୍କ ପକ୍ଷରୁ ସୁନା ମୁଦି’ ଯୋଜନାର ଶୁଭାରମ୍ଭ କରିଛନ୍ତି । ‘ମାମୁଁଙ୍କ ପକ୍ଷରୁ ସୁନା ମୁଦି’ ଅର୍ଥ ବହନ

ରାଜନୀତି

୮ରେ ଓଡ଼ିଶା ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଶାସକ ବିଜେପି ସରକାର ବିରୋଧରେ ବଡ଼ ଧରଣର ଆନ୍ଦୋଳନ ଲାଗି ଅଣ୍ଟା ଭିଡ଼ିଛି କଂଗ୍ରେସ ଓ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ଆସନ୍ତା ଅକ୍ଟୋବର ୮ ତାରିଖରେ ସମଗ୍ର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବିବାଦୀୟ MMDR ଆଇନ ସଂଶୋଧନ, ସ୍କୁଲ ପାଠ୍ୟପୁସ୍ତକରେ ବହିତ୍ରୁଟି ଏବଂ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ପାଳନ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ

Scroll to Top