ସାବଧାନ ! ଖାଲିପେଟରେ ଚା କିମ୍ବା କଫି ପିଉଛନ୍ତି କି ?
ଅଧିକାଂଶ ଲୋକ ଉଠିବା ମାତ୍ରେ ଚା କିମ୍ବା କଫି ପିଇବାକୁ ଅଭ୍ୟାସ କରିସାରିଛନ୍ତି । ଅନେକଙ୍କ ପାଇଁ, ଚା ବିନା ଦିନ ଆରମ୍ଭ ହୁଏ ନାହିଁ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଖାଲି ପେଟରେ ଚା କିମ୍ବା କଫି ପିଇବା ଦ୍ୱାରା ହରମୋନ ସନ୍ତୁଳନ ବିଗିଡ଼ିପାରେ ? ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ, ଏହା ମାସିକ ଋତୁସ୍ରାବ, ଥାଇରଏଡ୍, ମାନସିକ ଚାପ ଏବଂ ଓଜନକୁ ମଧ୍ୟ ପ୍ରଭାବିତ କରିପାରେ ।ମହିଳାଙ୍କ ହରମୋନ ସିଷ୍ଟମ୍ ପୁରୁଷଙ୍କ ଅପେକ୍ଷା […]








