odisha24 Live

Latest News

Latest News

ବାଣିଜ୍ୟ

ବାଣିଜ୍ୟ

ଆମାଜନରେ ଡିସକାଉଣ୍ଟ ଅଫର

ଆମାଜନରେ ଆରମ୍ଭ ହୋଇଛି ଗ୍ରେଟ ଫ୍ରେୱେଡାମ ସେଲ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ବଜେଟ୍-ଫ୍ରେଣ୍ଡଲି ଫୋନ୍ Lava Bold N2 କିଣିବା ଉପରେ ଦମଦାର ଅଫର୍ ପ୍ରଦାନ କରାଯାଉଛି । Lavaର ଏହି ଫୋନ୍ ଲଞ୍ଚ୍ ପ୍ରାଇସଠାରୁ କମ୍ ଦାମରେ ମିଳୁଛି । ଫୋନରେ 5000mAhର ବ୍ୟାଟେରୀ ଦିଆଯାଇଛି । Lava ଚଳିତ ବର୍ଷ ଆରମ୍ଭରେ ଭାରତୀୟ ବଜାରରେ ଏହି ଫୋନ୍‌କୁ ଲଞ୍ଚ୍ କରିଥିଲା । Lava Bold N2 ର କେବଳ ଗୋଟିଏ ଷ୍ଟୋରେଜ୍

ବାଣିଜ୍ୟ

ୟୁପିଆଇ ଉପରେ ଶୁଳ୍କ

ନୂଆଦିଲ୍ଲୀ : ୟୁପିଆଇ କାରବାର ଉପରେ ଶୁଳ୍କ ଧାର୍ଯ୍ୟ କରାଯିବାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭବିଷ୍ୟତରେ ଯଦି ୟୁପିଆଇ ଉପରେ କୌଣସି ଶୁଳ୍କ ଲାଗୁ ହୁଏ ତେବେ ଏହା ସାଧାରଣ ଗ୍ରାହକ ଓ ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଲାଗୁ ହେବ ନାହିଁ। ଏହା କେବଳ ବଡ଼ ବଡ଼ ଅନଲାଇନ୍ ସପିଂ ୱେବସାଇଟ୍ କିମ୍ବା ବଡ଼ ବ୍ୟବସାୟୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରେ। ପେମେଣ୍ଟ୍ସ କାଉନସିଲ୍ ଅଫ୍

ବାଣିଜ୍ୟ

ପୁରୀ-ସୋଲାପୁର ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ଓଡ଼ିଶାରୁ ମହାରାଷ୍ଟ୍ର ଯାଉଥିବା ଟ୍ରେନଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ୭ରୁ ପୂର୍ବତଟ ରେଳପଥ ପକ୍ଷରୁ ପୁରୀ-ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍‌ର ଚଳାଚଳ ଆରମ୍ଭ ହେବ। ଟ୍ରେନ୍ ନଂ ୦୮୪୪୫ ପୁରୀ-ସୋଲାପୁର ଜଙ୍କସନ୍ ସ୍ପେଶାଲ୍ ଏକ୍ସପ୍ରେସ୍ ଶୁକ୍ରବାର ରାତି ୧୧.୪୫ରେ ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ସକାଳ ୪.୧୫ ରେ ସୋଲାପୁର ଜଙ୍କସନ୍‌ରେ ପହଞ୍ଚିବ। ଏହି ସ୍ବତନ୍ତ୍ର ଟ୍ରେନ ଖୋରଧା ରୋଡ୍‌, ବ୍ରହ୍ମପୁର, ବିଜୟନଗରମ୍, ଦୁଭ୍ୱାଡା, ବିଜୟୱାଡା ଜଙ୍କସନ୍,

ଦେଶ, ବାଣିଜ୍ୟ

ପୁଣି ଚଢ଼ିବ ଗ୍ୟାସ ଦାମ

ନୂଆଦିଲ୍ଲୀ : ପୁଣି ରୋଷେଇ ଘରେ ମାହାଙ୍ଗା ମାଡ଼। ଆଗାମୀ ଦିନରେ ଘରୋଇ ଏଲପିଜି ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜିର ନୂଆ ଦର ମଧ୍ୟ ପ୍ରକାଶ ପାଇଛି।ଇରାନ ଯୁଦ୍ଧ କାରଣରୁ ସପ୍ଲାଇ ଚେନ୍‌ରେ ଅସୁବିଧା ଦେଖାଦେବା ପରେ, ଭାରତ ସରକାର ଦେଶରେ ଗ୍ୟାସ୍ ପାଇଁ ଏକ ଷ୍ଟ୍ରାଟେଜିକ୍ ଫ୍ୟୁଏଲ୍ ରିଜର୍ଭ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି। ଏହି୪୨ ବିଲିୟନ୍ ଡଲାରର ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଡ଼

ବାଣିଜ୍ୟ

ପାଠ୍ୟପୁସ୍ତକ ତ୍ରୁଟି: କ୍ରାଇମବ୍ରାଞ୍ଚର ଖୋଳତାଡ଼

ଭୁବନେଶ୍ୱର : ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୨୦୦ରୁ ୨୫୦ ଜଣ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । କ୍ରାଇମବ୍ରାଞ୍ଚ ଡିଜିଙ୍କ କହିବା ଅନୁଯାୟୀ, “ବହି ତ୍ରୁଟି ଘଟଣାରେ ୨୦୦ରୁ ୨୫୦ ଜଣ ସମ୍ପୃକ୍ତ ଅଛନ୍ତି । ଏହି ମାମଲାରେ

ବାଣିଜ୍ୟ

ଆସୁଛି ପ୍ଲାଷ୍ଟିକ୍‌ ନୋଟ୍‌

ମୁମ୍ବାଇ : ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ ରହିଲେ ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌ ପ୍ରଚଳନ କରାଯିବ। ରିଜର୍ଭ ବ୍ୟାଙ୍କ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ କରିବାକୁ ଯୋଜନା ରଖିଛି। ସରକାରଙ୍କଠାରୁ ଅନୁମୋଦନ

ବାଣିଜ୍ୟ

ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର : ଓଡ଼ିଶାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପରିବା ଦର ବୃଦ୍ଧି ପାଇଛି । ବନ୍ୟା ଜଳରେ ହଜାର ହଜାର ଏକର ପନିପରିବା ଚାଷ ନଷ୍ଟ ହେବା ପରେ ବଜାରରେ ପରିବାର ଯୋଗାଣ କମିଯାଇଛି । ଏହାର ସିଧା ପ୍ରଭାବ ପଡ଼ିଛି ଦର ଉପରେ । ଏବେ ବଜାରରେ ପ୍ରାୟ ସବୁ ପ୍ରକାର ପନିପରିବାର ଦର ୬୦ ଟଙ୍କା କିମ୍ବା ତା’ଠାରୁ ଅଧିକ ରହିଛି । ଟମାଟୋ, ବାଇଗଣ, ଭେଣ୍ଡି, ବିନ୍ସ, କଲରା, ପୋଟଳ,

ଦେଶ, ବାଣିଜ୍ୟ

ଡାବର ଉପରେ କଟକଣା

ନୂଆଦିଲ୍ଲୀ : ଖାଦ୍ୟ ସୁରକ୍ଷା ନିୟାମକ ଏଫଏସଏସଏଆଇ(ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ) ପକ୍ଷରୁ ନିଜର ବିଭିନ୍ନ ଖାଦ୍ୟ ଉତ୍ପାଦରେ ‘୧୦୦% ଖାଣ୍ଟି’ କିମ୍ବା ‘୧୦୦% ପ୍ରାକୃତିକ’ ଭଳି ଦାବି କରିଥିବାରୁ ଡାବର ଇଣ୍ଡିଆ କମ୍ପାନୀ ବିବାଦରେ ଫସିଛି। ମହୁ, ଘିଅ ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ବିଭ୍ରାନ୍ତିକର ଦାବି କରୁଥିବାରୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଏଫଏସଏସଏଆଇ କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ବାଣିଜ୍ୟ

ଫୁଡ୍ ଡେଲିଭରି ବଜାରକୁ ଆସୁଛି ଫ୍ଲିପକାର୍ଟ

ନୂଆଦିଲ୍ଲୀ : ଫ୍ଲିପକାର୍ଟ ଫୁଡ୍ ଡେଲିଭରି ବଜାରକୁ ପ୍ରବେଶ କରିବା ପାଇଁ ପ୍ରସ୍ତୁତି କରୁଛି।କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର ଫୁଡ୍ ଡେଲିଭରି ସେବା ଆରମ୍ଭ କରିପାରେ। ଏଥିପାଇଁ କମ୍ପାନୀ ସହରର ଅନେକ ରେଷ୍ଟୁରାଣ୍ଟକୁ ନିଜ ପ୍ଲାଟଫର୍ମ ସହ ଯୋଡିବା ମଧ୍ୟ ଆରମ୍ଭ କରିଦେଇଛି।ସୂଚନା ଅନୁଯାୟୀ, ଫ୍ଲିପକାର୍ଟର ଏହି ପ୍ରବେଶ ଏଭଳି ଏକ ସମୟରେ ହେଉଛି, ଯେତେବେଳେ ଭାରତୀୟ ଫୁଡ୍ ଡେଲିଭରି ବଜାରରେ ଏପର୍ଯ୍ୟନ୍ତ ‘ଜୋମାଟୋ’ ଏବଂ ‘ସ୍ୱିଗୀ’ର ପ୍ରଭାବ ରହିଆସିଛି । ତଥାପି,

ବାଣିଜ୍ୟ

LPG gas price reduced

ନୂଆଦିଲ୍ଲୀ: ମାସର ଆରମ୍ଭରୁ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର । ଲଗାତାର ଭାବେ ବଢିଲା ପରେ ଦେଶବାଶୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି । ଦେଶର ସରକାରୀ ତେଲ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୦୯ ଟଙ୍କା ଯାଏଁ ହ୍ରାସ କରିଛନ୍ତି । ଏହି ହ୍ରାସ ପରେ କୋଲକାତାରେ ଏହାର ମୂଲ୍ୟ ବର୍ତ୍ତମାନ ୨ ହଜାର ୮୭୨.୫୦ ଟଙ୍କା ହୋଇଛି । ଘରୋଇ ଗ୍ୟାସର ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ

Scroll to Top