odisha24 Live

Latest News

Latest News

ରୂପ ଦେଖାଇଲାଣି ଅର୍ଣ୍ଣବ

ଭୁବନେଶ୍ୱର : ଭୁବନେଶ୍ୱରରେ ବିଜୁଳି, ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା । ଲିଙ୍ଗରାଜ, ପଟିଆ, ତମାଣ୍ଡୋ, ନନ୍ଦନକାନନ, ପାହାଳ ଭଳି ଅଞ୍ଚଳରେ ନିର୍ଦ୍ଦୁମ ବର୍ଷା ହେଉଛି ।

ସେହିପରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଭୁସ୍ଖଳନର ଭୟ ରହିଛି । ବାତ୍ୟା ପ୍ରଭାବରେ ଋଷିକୁଲ୍ୟା ଓ ଆଖପାଖ ଛୋଟ ନଦୀରେ ବନ୍ୟା ଆଶଙ୍କା। ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା। ଓଡ଼ିଶାରେ ଲ୍ୟାଣ୍ଡଫଲ ନୁହେଁ ତଥାପି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ଗଞ୍ଜାମରୁ କେନ୍ଦ୍ରାପଡ଼ା ଯାଏ ଉପକୂଳ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା। ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ବାତ୍ୟା ଲ୍ୟାଣ୍ଡଫଲ୍ ପୂର୍ବରୁ ଉତ୍ତର ଦିଗକୁ କର୍ଭ କରିବାର ସମ୍ଭାବନା ରହିଛି।

Share In Social Media
Scroll to Top