odisha24 Live

Latest News

Latest News

ଆକାଶ ଛୁଆଁ ପରିବା ଦର

ଭୁବନେଶ୍ୱର : ସରିଲା ଦୁର୍ଗାପୂଜା । ଆରମ୍ଭ ହେଉଛି କାର୍ତ୍ତିକ ମାସ । ଏହାକୁ ନେଇ ଏବେଠାରୁ ପରିବା ମାର୍କେଟ୍ ମହଙ୍ଗା ହୋଇଥିବା ଦେଖିବାକୁ ମିଳିଛି । ଚଢ଼ା ଦରରେ ବିକ୍ରି ହେଉଛି ପରିବା ସବୁ । ପଛକୁ ପଛ ବନ୍ୟା ପରେ ପରିବା ଚାଷ ସବୁ ନଷ୍ଟ ହୋଇଥିବାରୁ ପୂର୍ବରୁ ପରିବା ଦର ଆକାଶ ଛୁଆଁ ରହିଛି । ଫଳରେ କାର୍ତ୍ତିକରେ ଗ୍ରାହକ ଆହୁରି ହନ୍ତସନ୍ତ ହେବେ ବୋଲି ଆଶଙ୍କା ରହିଛି ।

Share In Social Media
Scroll to Top