odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଷ୍ଟେଟ ବ୍ୟାଙ୍କ ସୁବର୍ଣ୍ଣ ସୁଯୋଗ

ମୁମ୍ବାଇ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ମଧ୍ୟରୁ ଗୋଟିଏ । ଏସବିଆଇରେ କାମ କରିବା ପାଇଁ ଅନେକଙ୍କର ସ୍ୱପ୍ନ ଥାଏ। ଯଦି ଆପଣ ବ୍ୟାଙ୍କିଂ କ୍ୟାରିୟର ପାଇଁ ପ୍ରସ୍ତୁତି କରୁଛନ୍ତି ଏବଂ କ୍ଲର୍କ ପଦବୀ ପାଇଁ ଆଶା ରଖିଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ବଡ ସୁଯୋଗ ଆସିଛି। ଏହି ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନରେ ମୋଟ ୧,୫୩୮ ପଦବୀ ଖାଲି ଅଛି। ଏଥିମଧ୍ୟରୁ ୨୦୭ଟି ପଦବୀ SC ବର୍ଗ ପାଇଁ, ୧,୨୧୯ଟି ST ବର୍ଗ ପାଇଁ ଏବଂ ୧୧୨ଟି ପଦବୀ OBC ବର୍ଗ ପାଇଁ ସଂରକ୍ଷିତ; ସାଧାରଣ ବର୍ଗର ପ୍ରାର୍ଥୀ ଆବେଦନ କରିବାକୁ ଯୋଗ୍ୟ ନୁହଁନ୍ତି।ରାଜ୍ୟ ଅନୁସାରେ, ସର୍ବାଧିକ ସଂଖ୍ୟକ ପଦବୀ ଗୁଜୁରାଟରେ (୨୮୯), ତା’ପରେ ମହାରାଷ୍ଟ୍ର (୧୬୫), ମଧ୍ୟପ୍ରଦେଶ (୧୩୪), ଝାଡ଼ଖଣ୍ଡ (୧୩୩), କର୍ଣ୍ଣାଟକ (୧୨୦), ଓଡ଼ିଶା (୧୧୧) ଏବଂ ରାଜସ୍ଥାନ (୧୦୬) ରହିଛି। ଆନ୍ଧ୍ର ପ୍ରଦେଶରେ ୮୮, ତାମିଲନାଡୁରେ ୬୫, ପଶ୍ଚିମବଙ୍ଗରେ ୫୫, ଜମ୍ମୁ ଓ କାଶ୍ମୀରରେ ୪୨ ଏବଂ ଆସାମରେ ୩୯ଟି ପଦବୀ ଖାଲି ଅଛି।

Share In Social Media

Leave a Comment

Your email address will not be published. Required fields are marked *

Scroll to Top