odisha24 Live

Latest News

Latest News

କେନ୍ଦ୍ରମନ୍ତ୍ରୀଙ୍କୁ ହତ୍ୟା ଧମକ, ଚିରାଗ ପାଶୱାନଙ୍କୁ ନେଇ ହଲଚଲ

ବିହାର: କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ସଭାପତି ଚିରାଗ ପାସୱାନଙ୍କୁ ମିଳିଛି ଧମକପୂର୍ଣ୍ଣ ଚିଠି। ଡାକ ଯୋଗେ ଆସିଥିବା ଏହି ଚିଠିରେ ତାଙ୍କୁ ହତ୍ୟା କରିବାକୁ ଆତଙ୍କବାଦୀମାନେ ଯୋଜନା କରୁଥିବା ଦାବି କରାଯାଇଛି। ଘଟଣା ପରେ ତାଙ୍କ ସୁରକ୍ଷାକୁ ନେଇ ବଢ଼ିଛି ଚିନ୍ତା। । ହତ୍ୟା ଧମକ ପରେ ସୁରକ୍ଷା ଚିନ୍ତା ଘାରିଛି । ବର୍ତ୍ତମାନ ପାଶୱାନଙ୍କୁ ଜେଡ କ୍ୟାଟେଗୋରୀ ସୁରକ୍ଷା ଦିଆଯାଉଛି । ହତ୍ୟା ଧମକ ପରେ ପାଶୱାନଙ୍କ ଅଫିସରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତେବେ ଚିରାଗଙ୍କୁ କିଏ ଦେଲା ହତ୍ୟା ଧମକ? । ହତ୍ୟା ଧମକକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଏନେଇ ଗୃହ ସଚିବଙ୍କ ଚିଠି ଲେଖି ଜଣାଇଛନ୍ତି ପାଶୱନଙ୍କ ପ୍ରାଇଭେଟ ସେକ୍ରେଟାରୀ ।

Share In Social Media
Scroll to Top