odisha24 Live

Latest News

Latest News

ଆଜିର ରାଶିଫଳ

  • ମେଷ : ଆସନ୍ତାକାଲି ଆପଣଙ୍କ ପାଇଁ ଏକ ସକାରାତ୍ମକ ଦିନ ରହିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଏବଂ ପରିବାରର ସହଯୋଗ ମିଳିବ।
  • ବୃଷ : କର୍ମକ୍ଷେତ୍ରରେ କିଛି ନୂଆ ଦାୟିତ୍ୱ ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ସେତେଟା ସମସ୍ୟା ରହିବ ନାହିଁ, ମାତ୍ର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
  • ମିଥୁନ : ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁ ମିଳନର ଯୋଗ ରହିଛି ଏବଂ ମନ ଖୁସି ରହିବ।
  • କର୍କଟ : କ୍ରୋଧ ଏବଂ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ। ନଚେତ୍ ଅଯଥା ବିବାଦ ଦେଖାଦେଇପାରେ।
  • ସିଂହ: ଦୂର ଯାତ୍ରାର ସୁଯୋଗ ଆସିପାରେ। ପୁରୁଣା ସମସ୍ୟାର ସମାଧାନ ହେବ ଏବଂ କାର୍ଯ୍ୟ ସଫଳ ହେବ।
  • କନ୍ୟା : ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିବେ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିପାରେ।
  • ତୁଳା : ସନ୍ତାନମାନଙ୍କ ସଫଳତାକୁ ନେଇ ଗର୍ବିତ ହେବେ। ନୂତନ ନିବେଶ ପାଇଁ ଦିନଟି ବେଶ୍ ଅନୁକୂଳ।
  • ବିଛା: ପରିବାରରେ କିଛି ମନୋମାଳିନ୍ୟ ଦେଖାଦେଇପାରେ। ଗାଡ଼ି ଚଲାଇବା ସମୟରେ ସତର୍କ ରୁହନ୍ତୁ।
  • ଧନୁ: ଆପଣଙ୍କ ପରାକ୍ରମ ବୃଦ୍ଧି ପାଇବ। ଭାଇବନ୍ଧୁଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ।
  • ମକର: ଆର୍ଥିକ ଲାଭର ଯୋଗ ରହିଛି। ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ ଏବଂ ଅତିଥିଙ୍କ ଆଗମନ ହୋଇପାରେ।
  • କୁମ୍ଭ : ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ମନ ଶାନ୍ତ ରହିବ ଏବଂ ଦୀର୍ଘ ଦିନର ଆଶା ପୂରଣ ହେବ।
  • ମୀନ: ଅଯଥା ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଚିନ୍ତା ବଢ଼ିପାରେ। ଆଇନଗତ ସମସ୍ୟାରୁ ଦୂରେଇ ରୁହନ୍ତୁ।
Share In Social Media
Scroll to Top